ରାଉରକେଲା: ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ୍ । କୋଲ କେମିକାଲ ଡିପାର୍ଟମେଣ୍ଟରେ ଗ୍ୟାସ ଲିକ ହୋଇଥିବା ସୂଚନା ମିଳିଛି । ଏଥିରେ ୧୦ କର୍ମଚାରୀ ଅସୁସ୍ଥ ହୋଇଛନ୍ତି । ସେମାନଙ୍କୁ ରାଉରକେଲା ଆଇଜିଏଚରେ ଭର୍ତ୍ତି କରାଯାଇଛି । ଅସୁସ୍ଥଙ୍କ ମଧ୍ୟରୁ ୪ କର୍ମଚାରୀଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ତେବେ କେମିତି ଓ କେଉଁ ପରିସ୍ଥିତିର୍ ଗ୍ୟାସ୍ ଲିକ୍ ହେଲା ତାହା ଜଣା ପଡିନି ।
BREAKING NEWS
- ନୂଆ ଡ୍ରେସକୋଡ ଲଞ୍ଚ କଲା ଏୟାର ଇଣ୍ଡିଆ ଏକ୍ସପ୍ରେସ୍; ଝଲସୁଛି ଭାରତୀୟ କଳା ଓ ସଂସ୍କୃତି
- ଶେଷ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ
- Rising Sea Levels: ସମୁଦ୍ରରେ ଲୀନ ହେବ ମୁମ୍ବାଇ-କୋଲକାତା? ୧.୪ କୋଟି ଲୋକଙ୍କ ଘରକୁ ବିପଦ, ଜାତିସଂଘର ଭୟଙ୍କର ଚେତାବନୀ
- Russia helping Iran: ଇରାନକୁ ଲୁଚି ଲୁଚି ସାହାଯ୍ୟ କରୁଛି ରୁଷ! ଆମେରିକା ପାଇଁ ବଢ଼ିଲା ଚିନ୍ତା, ତିଆରି ହେଉଛି ଭୟଙ୍କର ମିସାଇଲ୍ କ୍ଷମତା?
- Nepal Flood: ବନ୍ୟା ସବୁକିଛି ଛଡ଼ାଇନେଲା, ତଥାପି ଆଶା ଛାଡ଼ିନି ନେପାଳ… ମାଟି ତଳୁ ଖୋଜୁଛନ୍ତି ଜୀବନର ସ୍ମୃତି, କନ୍ଦାଇ ଦେବ ଦୃଶ୍ୟ…
- ନେପାଳ ବନ୍ୟା ବିଭୀଷିକା; ମୃତ୍ୟୁ ସଂଖ୍ୟା ୧୧୨୭କୁ ବୃଦ୍ଧି, ୪୮୦୦ ଏବେବି ନିଖୋଜ
- କିଏ ହେବ ରାମ ମନ୍ଦିର ଟ୍ରଷ୍ଟର ସିଇଓ…
- ରାଜ୍ୟ ସରକାରଙ୍କ ବଡ଼ ଘୋଷଣା:କମିଲା ପିୟୁସିସି ଫାଇନ୍, ଆସିଲା ନୂଆ ନିୟମ
- Pakistan Petty Politics: ମୋଦୀଙ୍କୁ ଫଟୋରୁ କାଟିଦେଲା ପାକିସ୍ତାନ!
- ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟଣା; ଠକ ବାବା ଓ ସହଯୋଗୀ ଗିରଫ

Comments are closed.