ଭୁବନେଶ୍ୱର: କରୋନା ଟୀକାକରଣ ପାଇଁ କୌଣସି Duplicate Aapରେ ବିଶ୍ୱାସ କରନ୍ତୁ ନାହିଁ।। ଟୀକାକୁ ମାଗଣାରେ ଦେବାକୁ ସରକାର ଘୋଷଣା କରିଛନ୍ତି ବୋଲି ଶୁକ୍ରବାର ଦିନ କହିଛନ୍ତି ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି।
କରୋନା ଟିକା ଜନିତ ମିଥ୍ୟା ସୂଚନାରୁ ଦୂରେଇ ରୁହନ୍ତୁ ନଚେତ୍ ଜନସାଧାରଣ ହଇରାଣ ହରକତ ହୋଇପାରନ୍ତି ବୋଲି ସେ ସୂଚନା ଦେଇଛନ୍ତି।
ବଜାରରେ ବିକ୍ରି ପାଇଁ ଉପଲବ୍ଧ ହେଲେ ଏହାର ଦାମ୍ ୭୦୦ରୁ ୮୦୦ ଟଙ୍କା ରହିବ ବୋଲି ସେ ପ୍ରକାଶ କରିଛନ୍ତି।
Comments are closed.