ମୁମ୍ବାଇ: ୨୦୨୧ରେ ବଲିଉଡରେ ୫ ମହିଳା ପ୍ରଧାନ୍ୟ ଫିଲ୍ମ ରିଲିଜ ହେବାକୁ ଯାଉଛି । ଯାହାକୁ ଦର୍ଶକମାନେ ବ୍ୟଗ୍ରତା ସହକାରେ ଅପେକ୍ଷା କରି ରହିଛନ୍ତି । ଆସନ୍ତୁ ଜାଣିବା ଏହି ୫ ଫିଲ୍ମ ବିଷୟରେ
କାଜୋଲଙ୍କ ତ୍ରିଭଙ୍ଗା: ମା-ଝିଅଙ୍କ କାହାଣୀ ଉପରେ ଆଧାରିତ ତ୍ରିଭଙ୍ଗା ଫିଲ୍ମକୁ କାଜୋଲ ପ୍ରଡ୍ୟୁସ କରୁଛନ୍ତି । ଏହାର ନିର୍ଦ୍ଦେଶନା ରେଣୁକା ଶାହାଣୀ ଦେବେ ।
ଋଚା ଚଢ଼ାଙ୍କ ଚିଫ ମିନିଷ୍ଟର: ମାଡାମ ଚିଫ ମିନିଷ୍ଟର ଋଚା ଚଢ଼ା ଦମଦାର ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ସୁବାସ କାପୁର ନିର୍ଦ୍ଦେଶିତ ଏହି ଫିଲ୍ମରେ ମାନବ କୌଲ, ସୌରଭ ଶୁକ୍ଲା ଓ ଅକ୍ଷୟ ଓବରେୟ ଅଭିନୟ କରୁଛନ୍ତି ।
ଦୀପିକା-ଶକୁନ ବାତ୍ରାଙ୍କ ଫିଲ୍ମ: ଶକୁନ ବାତ୍ରାଙ୍କ ନିର୍ଦ୍ଦେଶିତ ଏହି ଅନଟାଇଟଲ୍ଡ ଫିଲ୍ମରେ ଦୀପିକା ପାଦୁକୋନ ମୂଖ୍ୟ ଭୂମିକାରେ ଅଭିନୟ କରିବେ । କରଣ ଜୋହର ଫିଲ୍ମର ପ୍ରଡ୍ୟୁସର ଅଛନତି ।
ଆଲିୟାଙ୍କ ଗଙ୍ଗୁବାଇ କାଠିୟାୱାଡି: ସଞ୍ଜୟ ଲୀଲାଙ୍କ ବହୁ ପ୍ରତୀକ୍ଷିତ ଗଙ୍ଗୁବାଇ କାଠିୟାୱାଡିରେ ଆଲିୟା ଭଟ୍ଟ ଗ୍ୟାଙ୍କଷ୍ଟାରର ଭୂମିକା କରୁଛନ୍ତି । ଦୀପାବଳୀରେ ଏହି ଫିଲ୍ମ ରିଲିଜ ହେବାର ଅଛି ।
ତାପସୀ ପନ୍ନୁଙ୍କ ରଶ୍ମୀ ରକେଟ: ତାପସୀ ପନ୍ନୁ ରଶ୍ମୀ ରକେଟ ଫିଲ୍ମରେ ଜଣେ ଖେଳାଳିଙ୍କ ଭୂମିକା କରୁଛନ୍ତି । ଆକର୍ଷ ଖୁରାନ ଏହାର ନିର୍ଦ୍ଦେଶନା ଭାର ନେଇଛନ୍ତି ।
BREAKING NEWS
- ୧୬ ମାସରେ ସରକାରୀ କଲେଜରୁ ରାଗିଂ ଜନିତ ୮ ଅଭିଯୋଗ: ମନ୍ତ୍ରୀ
- ୨୦୨୫ରେ ଭାରତୀୟମାନେ ଗୁଗୁଲରେ ଅଧିକ କଣ କରିଥିଲେ ସର୍ଚ୍ଚ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…
- କାହିଁକି ଫିଲ୍ମ ସାଇନ୍ କରୁନଥିଲେ ଐଶ୍ୱର୍ଯ୍ୟା, ଖୁଲାସା କଲେ ଅଭିନେତ୍ରୀ…
- ଆମେରିକା ଲୋକ ଅଧିକ କିଣୁଛନ୍ତି Made In India ସ୍ମାର୍ଟଫୋନ୍, ଜାଣନ୍ତୁ କାହିଁକି…
- ୧୦୦ ବର୍ଷରେ ଡା. ଲକ୍ଷ୍ମୀ ବାଈ; ଏମ୍ସକୁ ୩ କୋଟି ୪୦ ଲକ୍ଷ ଦାନ କରିଥିଲେ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
- ପୁଟିନଙ୍କ ରୁଷିଆରେ ଭାରତର ୧୦୦ ଟଙ୍କା ହୋଇଯାଏ କେତେ?
- Temple money belongs to deity: ମନ୍ଦିରର ଟଙ୍କା କାହାର? ଜାଣନ୍ତୁ କ’ଣ କହିଲେ ସୁପ୍ରିମକୋର୍ଟ
- IndiGo ପାଇଲଟଙ୍କୁ କେତେ ମିଳେ ଦରମା? ଜାଣିଲେ ହୋଇଯିବେ କାବା !
- ଭାରତର ସବୁଠୁ ବଡ ପରମାଣୁ ଶକ୍ତି କେନ୍ଦ୍ରକୁ ନେଇ ପୁଟିନ କଲେ ଏହି କମିଣ୍ଟମେଣ୍ଟ…
- ପୁଟିନଙ୍କ ଭାରତ ଗସ୍ତ: ଥରୁର ପାଇଲେ ନିମନ୍ତ୍ରଣ ପତ୍ର, ହେଲେ ରାହୁଲ ଗାନ୍ଧୀଙ୍କୁ ମିଳିଲାନି…
Comments are closed.