Latest Odisha News

BREAKING NEWS

କାଲିଠୁ ପୁଣି ଚାଲିବ ପ୍ରଥମ ପର୍ଯ୍ୟାୟ ଟୀକାକରଣ

ଭୁବନେଶ୍ବର:ଆସନ୍ତାକାଲିଠାରୁ ପୁଣି ଚାଲିବ ପ୍ରଥମ ପର୍ଯ୍ୟାୟ ଟୀକାକରଣ । ୫୯ ସେସନ ସାଇଟରେ ୬୪୯୮ ସ୍ୱାସ୍ଥ୍ୟକର୍ମୀଙ୍କୁ ଟୀକା ଦିଆଯିବ । ଏଥିରୁ ଭୁବନେଶ୍ୱରର ୧୦ଟି ସାଇଟ ରହିବ । ସେହିପରି ଫେବୃଆରୀ ୬ ତାରିଖରୁ ସମ୍ମୁଖ ଯୋଦ୍ଧାଙ୍କୁ ଟୀକା ଦିଆଯିବ । 

ଆମେ ସେମାନଙ୍କ ପାଇଁ ଅଲଗା ସ୍ଥାନ, ଅଲଗା ଭାସିନେଟରଙ୍କୁ ନିୟୋଜିତ କରିବାକୁ ଜିଲ୍ଲାପାଳ, ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ବୈଠକ ରଖିଛୁ । ସେମାନଙ୍କୁ ଏ ଦିଗରେ ଗାଇଡ଼ଲାଇନ ନେଇ ଅବଗତ କରାଯିବ । ପଲସ ପୋଲିଓ ୩୫,୪୭,୪୯୦ ଶିଶୁ ବୁନ୍ଦା ଦେଲୁ । ୮୬ ପ୍ରତିଶତ କଭର ହୋଇଛନ୍ତି । ଆଜି ୧୪ ପ୍ରତିଶତଙ୍କ ଘର ଘର ବୁଲି କଭର କରାଯିବ ।

Comments are closed.