ପୁରୀ: ଅଦରକାରୀ କାଗଜରେ କଳାକୃତି । ମୂର୍ତ୍ତି ନିର୍ମାଣ ବି ହେଉଛି । କଥାଟା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି କିଛି କଳାକୃତି ନିର୍ମାଣ କରିଛନ୍ତି ପୁରୀର ଯୁବ ଶିଳ୍ପୀ ସୂର୍ଯ୍ୟକାନ୍ତ ଦାସ । ଅଦରକାରୀ କାଗଜରେ ସେ ନିର୍ମାଣ କରିଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁନ୍ଦର ମୂର୍ତ୍ତି । ଆସନ୍ତାକାଲି ହେବାକୁ ଥିବା ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ କରିଛନ୍ତି ।

ପୁରୀ ଦତ୍ତତୋଟା ଜଗନ୍ନାଥ ଲେନର ଯୁବଶିଳ୍ପୀ ସୂର୍ଯ୍ୟକାନ୍ତ ଦାସ ଏହି ମୂର୍ତ୍ତି ଗଢିବାରେ ୨ ଦିସ୍ତା ଅଦରକାରୀ ଖବରକାଗଜ ବ୍ୟବହାର କରିଛନ୍ତି । ଏଥିପାଇଁ ୪ଘଣ୍ଟା ସମୟ ଲାଗିଛି । ରଙ୍ଗ, ମଇଦା, ଜରି, ଅଠା ଇତ୍ୟାଦିରେ ନିର୍ମାଣ କରିଛନ୍ତି ସୁନ୍ଦର ଓ ମନଲୋଭା ମୂର୍ତ୍ତି । ଏହାର ଉଚ୍ଚତା ପ୍ରାୟ ୨୦ ଇଞ୍ଚ ଏବେ ଓସାର ୯ଇଞ୍ଚ ।
BREAKING NEWS
- ବିଜେପିରେ ସାମିଲ ହେଲେ କ୍ରିକେଟର ୟୁଜବେନ୍ଦ୍ର ଚହଲ; ଓବିସି ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମିଳିଲା ନିଯୁକ୍ତି
- Protest Against Price Hikes:ଦରଦାମ୍ ବୃଦ୍ଧି ପ୍ରତିବାଦରେ ଏହି ଦିନ ବିଧାନସଭା ଘେରିବ ଓଡ଼ିଶା ଜନତା କଂଗ୍ରେସ
- ବେଆଇନ ଜମି କାରବାରରେ ସାମିଲ ନହେବାରୁ RIଙ୍କୁ ଆକ୍ରମଣ!
- ୧୦୧ ଘଣ୍ଟା ଧରି ବିନା ବିଶ୍ରାମରେ ଉଡ଼ିଲା ବାଜ ପକ୍ଷୀ ‘ଆଲାଙ୍ଗ’, ୫,୭୦୦ କିଲୋମିଟର ଅତିକ୍ରମ କରି ପହଞ୍ଚିଲା ସୋମାଲିଆ
- Anti-Odisha Activities:କୋଟିଆରେ ପୋଲିସ କାର୍ଯ୍ୟରେ ବାଧା ସୃଷ୍ଟି ଓ ରାସ୍ତା ଅବରୋଧ ଅଭିଯୋଗ:୨ ଗିରଫ
- Foreign Trips of Naveen Patnaik:ନବୀନ ପଟ୍ଟନାୟକ ଏବଂ ପାଣ୍ଡିଆନ୍ଙ୍କ ବିଦେଶ ଗସ୍ତର ହେବ ତଦନ୍ତ
- ‘ଅପରେସନ୍ ସିନ୍ଦୂର’ ବେଳେ ପାକିସ୍ତାନକୁ ଚୀନ୍ ଦେଇଥିଲା ସାମରିକ ସହାୟତା: ଆମେରିକୀୟ ରିପୋର୍ଟ
- ତିରୁପତି ମନ୍ଦିରରେ ଯୋଡି ହେବ ନୂଆ ଇତିହାସ, ୧୨୧ କେଜି ସୁନା ଅଳଙ୍କାର ଦାନ କରିବେ ଭକ୍ତ
- ରାଜଧାନୀରୁ ୨୫ଟି ସୁନା ବିସ୍କୁଟ୍ ଜବତ, ଦୁଇ ଜଣଙ୍କୁ ଗିରଫ କଲା ଡିଆରଆଇ
- ଏଆଇ ଜରିଆରେ ୧୬୭ ବର୍ଷ ପୁରୁଣା ଗାଣିତିକ ରହସ୍ୟ ସମାଧାନର ଦାବି
Comments are closed.