Latest Odisha News

ଝରାଫୁଲ ମୃତ୍ୟୁ ମାମଲା; ବିଧାନସଭା ସମ୍ମୁଖରେ ଆତ୍ମହୁତି ଲାଗି ଧମକ ଦେଲେ ବାପା

ଭୁବନେଶ୍ୱର: ଝରାଫୁଲା ନାୟକ ମୃତ୍ୟୁ ମାମଲାକୁ ଅନେକ ଦିନ ବିତିଯାଇଥିଲେ ମଧ୍ୟ ଘଟଣା ଉପରୁ ରହସ୍ୟ ଖୋଲିପାରୁନି। ସତ୍ୟତା ଉନ୍ମୋଚିତ ନହେଲେ ଝରାଫୁଲାଙ୍କ ବାପା ରାମକାନ୍ତ ନାୟକ ବିଧାନସଭା ସମ୍ମୁଖରେ ଆତ୍ମହୁତି କରିବାକୁ ଧମକ ଦେଇଛନ୍ତି।

ସେ ଅଭିଯୋଗ କରିଛନ୍ତି ଯେ କମିଶନରେଟ୍ ପୋଲିସ ୭ ଦିନ ମଧ୍ୟରେ ଭୁବନେଶ୍ୱରରୁ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ଘଟଣା ଉପରୁ ପରଦା ଉଠାଇପାରିଛି। ହେଲେ ଯାଜପୁର ପୋଲିସ ଝରାଫୁଲ ମୃତ୍ୟୁ ମାମଲା ଘଟଣାରେ କିଛି ଅଗ୍ରଗତି କରିପାରି ନାହିଁ।

Leave A Reply

Your email address will not be published.