ଭୁବନେଶ୍ୱର: କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ ସହରରେ ଯାତ୍ରୀ ମାନଙ୍କ ସୁବିଧା ପାଇଁ ଅଧିକ ମୋ ବସ୍ ସେବା ଯୋଗାଇଦେବାକୁ ନିଷ୍ପତ୍ତି ହୋଇଛି।
ଏନେଇ କ୍ରୁଟ୍ ପକ୍ଷରୁ ଅଫିସିଆଲ୍ ଟ୍ବିଟର ହ୍ୟାଣ୍ଡେଲରେ ସୂଚନା ଦିଆଯାଇଛି।
? NOTICE – #MoBus? schedule w.e.f 01.03.21 (Monday).
Find the new time table below.?#NoMaskNoEntry#MoBusforBetterYou@MOBBY_MoBus pic.twitter.com/QgCUC2SnAo
— Capital Region Urban Transport (@CRUT_BBSR) February 28, 2021
ଟ୍ବିଟ୍ ଅନୁଯାୟୀ, ମାର୍ଚ୍ଚ ୧ ତାରିଖ ଠାରୁ ୧୮୫ଟି ବସ୍ ପ୍ରାୟ ୨୫ ରୁଟରେ ଚଳାଚଳ କରିବ। ତେବେ ଏହା ପୂର୍ବରୁ ୧୬୫ ଟି ବସ୍ ଚଳାଚଳ କରୁଥିଲା।
Comments are closed.