Latest Odisha News

BREAKING NEWS

ରିଲିଜ ହେଲା ମ୍ୟୁଜିକ୍ ଭିଡିଓ ‘ରସିଆ ଟୋକା’

ଭୁବନେଶ୍ୱର: NGR ମିକ୍ସର ପ୍ରଥମ ମ୍ୟୁଜିକ୍ ଭିଡିଓ ‘ରସିଆ ଟୋକା’ ମୁକ୍ତିଲାଭ କରିଛି‌।

ସୂର୍ଯ୍ୟମୟୀ ଏବଂ ରାଜ ରାଜେଶ ଅଭିନୀତ ଏହି ଆଲବମର ଗୀତଗୁଡ଼ିକୁ ଲୋକପ୍ରିୟ ଓଡିଆ ଗାୟକ ମଣ୍ଟୁ ଛୁରିଆ ଏବଂ ଅସିମା ପଣ୍ଡା ଗାଇଛନ୍ତି। ପ୍ରେମାନନ୍ଦ ମ୍ୟୁଜିକ ପ୍ରଦାନ କରିଥିବାବେଳେ ଗୀତଗୁଡ଼ିକ ନର୍ମଦା ସାହୁ ରଚନା କରିଛନ୍ତି।

ଏହାର କୋରିଓଗ୍ରାଫ୍ ଓ ନିର୍ଦ୍ଦେଶନା ଗିରିଶ ମହାନ୍ତି ସମ୍ଭାଳିଥିବା ବେଳେ ମ୍ୟୁଜିକ୍ ଭିଡିଓ ଟିଜର NGR ମିକ୍ସର ୟୁଟ୍ୟୁବ୍ ଚ୍ୟାନେଲରେ ମୁକ୍ତିଲାଭ କରିଥିଲା।

ସିନେମାଟୋଗ୍ରାଫି ପ୍ରତାପ ରାଉତ ହୋଇଥିବାବେଳେ ଏଡିଟିଂ ଏବଂ ଗ୍ରାଫିକ୍ସ ରାଜେଶ ଦାଶ ଏବଂ ଅଜିତ ଦାସ କରିଛନ୍ତି। କଷ୍ଟ୍ୟୁମ ଡିଜାଇନ୍ ରାମୋଲି କରିଛନ୍ତି।

Comments are closed.