Latest Odisha News

BREAKING NEWS

ବିନା ଅନୁମତିରେ ମନ୍ତ୍ରୀଙ୍କ ଘରକୁ ଯାଇ ଟିକା ଦେଇ ସ୍ୱାସ୍ଥ୍ୟକର୍ମୀ ନିଲମ୍ୱିତ

ବେଙ୍ଗାଲୁରୁ: ମନ୍ତ୍ରୀଙ୍କ ଘରକୁ ଯାଇ ଟିକା ଦେଇ ଜଣେ ସ୍ବାସ୍ଥ୍ୟକର୍ମୀ ନିଲମ୍ବିତ ହୋଇଛନ୍ତି । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । 

କୋଭିଡ୍-୧୯ ଟିକାକରଣ ନିୟମର ଉଲଙ୍ଘନ କରିବା ସ୍ବାସ୍ଥ୍ୟକର୍ମୀଙ୍କୁ ମହଙ୍ଗା ପଡିଛି । କର୍ଣ୍ଣାଟକର ଏଥିପାଇଁ ସ୍ବାସ୍ଥ୍ୟକର୍ମୀଙ୍କୁ ଚାକିରୀରୁ ନିଲମ୍ୱନ କରାଯାଇଛି ।

ହାବେରୀ ଜିଲ୍ଲା ସ୍ଥିତ ହିରେକେରୁର ତାଲୁକ୍ର ସ୍ୱାସ୍ଥ୍ୟ ଅଧିକାରୀ ଡା. ଜେଡ୍ ଆର୍ ମଖନ୍ଦରଙ୍କୁ ସରକାରୀ ସେବାରୁ ନିଲମ୍ୱିତ କରିଯାଇଛି । ବିନା ଅନୁମତିରେ ସ୍ୱାସ୍ଥ୍ୟକର୍ମୀ ଏପରି କରିଥିବାରୁ ତାଙ୍କୁ ନିଲମ୍ବନ କରାଯାଇଛି ।

Leave A Reply

Your email address will not be published.