ଭୁବନେଶ୍ୱର: ଓଡିଶା ଏଫସି ମ୍ୟାନେଜମେଂଟ ଗୁରୁବାର ମିଜୋରମର ଜେରୀ ମାୱିହିମଙ୍ଗଥାଙ୍ଗାଙ୍କ ଚୁକ୍ତି ମିଆଦ ବୃଦ୍ଧି କରିଛି । ୨୪ ବର୍ଷୀୟ ଏହି ଷ୍ଟାର ଖେଳାଳି ଓଡିଶା ଏଫସି ପକ୍ଷରୁ ୨ଟି ସିଜନରେ ୩୪ ମ୍ୟାଚ ଖେଳି ୪ ଗୋଲ ସ୍କୋର କରିଥିବା ବେଳେ ୧୦ରେ ସହାୟତା କରିଥିଲେ । ୨୦୧୯-୨୦ରେ ସେ ଏଫପିଏଆଇ ଉଦୀୟମାନ ଯୁବ ଖେଳାଳି ପୁରସ୍କାର ହାତେଇଥିଲେ ।
ଜେରୀ ଆଇଏସଏଲରେ ନର୍ଥଇଷ୍ଟ ୟୁନାଇଟେଡ ଓ ଜାମସେଦପୁର ପକ୍ଷରୁ ଖେଳିଛନ୍ତି । ଜେରୀଙ୍କ ଚୁକ୍ତି ମିଆଦ ବୃଦ୍ଧି କରିବା ନେଇ ମଁ ବ୍ୟକ୍ତିଗତ ଭାବେ ଖୁସି ବୋଲି ଓଡିଶା ଏଫସି ସିଇଓ ରୋହନ ଶର୍ମା କହିଛନ୍ତି । ଜେରୀ ମଧ୍ୟ ଓଡିଶା ଏଫସି ଟିମ ସହିତ ରହିବା ଖୁସି ତଥା ଗର୍ବର କଥା ବୋଲି କହିଛନ୍ତି ।
BREAKING NEWS
- ଗଛ ତଳେ ଚା’ ପିଇବା ହେଲା କାଳ;ଚାଲିଗଲା ବୃଦ୍ଧଙ୍କ ଜୀବନ
- ପାକିସ୍ତାନକୁ PoK ନେତାଙ୍କ ଖୋଲା ଚେତାବନୀ: ‘ସ୍ୱାଧୀନତା’ ପାଇଁ ଦେଲେ ଡେଡଲାଇନ୍, ଉଡ଼ିଲା ଶାହବାଜ ଓ ଆସିମ୍ ମୁନିରଙ୍କ ହୋସ୍!
- ପକେଟ୍ ଉପରେ ପୁଣି ମହଙ୍ଗା ମାଡ଼! ୧୭ ମାସ ପରେ ଡରାଇଲାଣି ଦରଦାମ, ବଢ଼ିଲା ଆରବିଆଇର ଟେନସନ୍…
- Puri Rath Yatra:ରଥଯାତ୍ରାରେ ସ୍ଵାସ୍ଥ୍ୟସେବା ଯୋଗାଇବେ ୨୩୦ ଡାକ୍ତର;ବଡଦାଣ୍ଡରେ ହେବ ୮ ଅସ୍ଥାୟୀ ଡାକ୍ତରଖାନା
- କୋଚିଂ ସେଣ୍ଟର ବିବାଦ ମାମଲା; ଖାନ୍ ସାରଙ୍କୁ ଆଶ୍ବସ୍ତି, ଆଗୁଆ ଜାମିନ ମଞ୍ଜୁର କଲେ କୋର୍ଟ
- E20 ପେଟ୍ରୋଲକୁ ନେଇ କାହିଁକି ଉଠୁଛି ଝଡ଼? ଜାଣନ୍ତୁ ଇଥାନଲ୍ ବ୍ଲେଣ୍ଡିଂର ପୂରା କାହାଣୀ ଏବଂ ଥାଇଲାଣ୍ଡରୁ ମିଳୁଥିବା ଶିକ୍ଷା…
- କେନ୍ଦୁପତ୍ର ତୋଳାଳୀମାନଙ୍କ ପାଇଁ ୨୫ ପ୍ରତିଶତ ବୋନସ, ଖର୍ଚ୍ଚ ହେବ ୭୪.୭୮ କୋଟି
- ବେଆଇନ ଲିଙ୍ଗ ନିରୂପଣ ଓ ବେଆଇନ ଗର୍ଭପାତ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ
- ରାଜ୍ୟ ସରକାରଙ୍କର ୨ ବର୍ଷର ବିଫଳ ଶାସନ ବିରୁଦ୍ଧରେ ଓଡ଼ିଶା ଯୁବ ଜନତା କଂଗ୍ରେସର ବିକ୍ଷୋଭ
- ଡ୍ରାଭିଡ ହୋଇପାରନ୍ତି ଇଂଲଣ୍ଡ ଟେଷ୍ଟ ଟିମର କୋଚ
Comments are closed.