Latest Odisha News

BREAKING NEWS

ପରିବାର ପୋଷୁଛି ଛତୁ ଚାଷ

ପଥରଖମ୍ବ :ଗାଁରେ ରୋଜଗାରର ମାଧ୍ୟମ ପାଲଟିଛି ଛତୁ ଚାଷ । ଏହି ଛତୁ ଚାଷ ଗାଁ ଲୋକଙ୍କୁ ସ୍ୱାବଲମ୍ବୀ କରିବା ସହିତ ପରିବାରର ଗୁଜୁରାଣକୁ ବି ମେଣ୍ଟାଇ ପାରୁଛି । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପଥରଖମ୍ବ ଗାଁରେ ଦେଖିବାକୁ ମିଳିଛି ସଫଳ ଛତୁ ଚାଷ । ଅନ୍ୟ ଚାଷବାସ ସହିତ ଗାଁ ର ଲୋକ ମାନେ ଏହି ଛତୁ ଚାଷ କରି ବେଶ୍ ଲାଭବାନ ହୋଇପାରିଛନ୍ତି । ହେଲେ ଆଉ କିଛି ସରକାରୀ ସାହାଯ୍ୟ ମିଲିପାରିଲେ ବେଶ୍ ୨ ପଇସା ଲାଭ ପାଇପାରିବେ ଏହି ଚାଷୀ ମାନେ।

Leave A Reply

Your email address will not be published.