ଢେଙ୍କାନାଳ:କରୋନା ଯୋଗୁ ପରିସ୍ଥିତି ଅଣାୟତ ହେବାରେ ଲାଗିଛି । କରୋନା ଦ୍ୱିତୀୟ ଲହର ଯୋଗୁ ବିଭିନ୍ନ ସ୍ଥାନରେ ସତର୍କତା ଅବଲମ୍ବନ କରାଯାଉଛି । ଏନେଇ ସପ୍ତାହନ୍ତ ସଟଡାଉନ୍ ଜାରି ରହିଛି । ଶନିବାର ଓ ରବିବାର ଦୁଇ ଦିନିଆ ସଟଡାଉନ ଘୋଷଣା କରାଯାଇଛି । ଢେଙ୍କାନାଳର ବିଭନ୍ନ ସ୍ଥାନ ଜନଶୂନ୍ୟ ହୋଇପଡିଛି । ଛକ ସ୍ଥାନ ଗୁଡିକରେ ପୁଲିସର କଡାକଡି ଯାଂଚ ଚାଲିଛି ।
BREAKING NEWS
- କିଶୋରୀଙ୍କ ସୁରକ୍ଷା ଚିନ୍ତା : ଛାତ୍ରୀମାନେ ପାଇଲେ ଭଲ ଓ ଖରାପ ସ୍ପର୍ଶ ବିଷୟରେ ଶିକ୍ଷା
- ରୁଦ୍ରଙ୍କ ବିରୋଧରେ ଲଢିବେ କି ତାଙ୍କ ସ୍ତ୍ରୀ ?
- ସଙ୍କଟରେ ହରିୟାଣାର ବିଜେପି ସରକାର, ସମର୍ଥନ ପ୍ରତ୍ୟାହାର କଲେ ୩ ସ୍ବାଧୀନ ବିଧାୟକ
- ଦୀପିକାଙ୍କ ସହ ବିବାହର ସମସ୍ତ ଫଟୋ ଡିଲିଟ କଲେ ରଣବୀର
- ତାତିରେ ଲାଗିଲା ବ୍ରେକ୍; ୩୫ ଡିଗ୍ରୀ ତଳେ ରାଜ୍ୟରେ ୨୦ ସହର
- ଷ୍ଟେଜରେ ନଖ କାଟିଲେ ଅରିଜିତ ସିଂ
- ନାମାଙ୍କନ ପତ୍ର ଦାଖଲ କଲେ ଡ଼ା.ରାଜଶ୍ରୀ ମଲ୍ଲିକ ଓ ରମାକାନ୍ତ ଭୋଇ
- ହାତ ଛାଡ଼ିଲେ ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ, ବାଲେଶ୍ବର ସାଂସଦ ପ୍ରାର୍ଥୀ ଭାବେ ଲଢ଼ିବାକୁ ଘୋଷଣା
- ଗ୍ରାଉଣ୍ଡସମ୍ୟାନଙ୍କ ବେକକୁ ଧରିଲେ ଶାକିବ ଉଲ ହାସନ
- ସୌମ୍ୟ ବଦଳାଇବେ ଘସିପୁରା ଗେମ୍ !