Latest Odisha News

BREAKING NEWS

କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ କରୋନା ପଜିଟିଭ

ନୂଆଦିଲ୍ଲୀ: କଂଗ୍ରେସର ଗୁଜୁରାଟ ୟୁନିଟର କାର୍ଯ୍ୟରତ ସଭାପତି ହାର୍ଦ୍ଦିକ ପଟେଲ ରବିବାର ଦିନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏକ ଟୁଇଟ୍‌ରେ ପଟେଲ କହିଛନ୍ତି ଯେ ଡାକ୍ତରଙ୍କ ସହ ପରାମର୍ଶ କରିବା ପରେ ସେ ଘରେ ନିଜକୁ ପୃଥକ୍‌ ରହିଛି। ତାଙ୍କ ସହ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ସେ କରୋନା ପରୀକ୍ଷା କରାଇବାକୁ ଅନୁରୋଧ କରିଛନ୍ତି।

Comments are closed.