ଭୁବନେଶ୍ୱର: ପୁଣି ଭାରତୀୟ ଦଳ ସହିତ ଯୋଡି ହୋଇଛନ୍ତି ପୂର୍ବତନ କ୍ୟାପଟେନ ରାହୁଲ ଦ୍ରାବିଡ । ଦୀର୍ଘ ୭ବର୍ଷ ପରେ ଟିମ୍ ର କୋଚ ଭାବେ ଫେରିଛନ୍ତି । ଆସନ୍ତା ଜୁଲାଇରେ ଟିମ୍ ଶ୍ରୀଲଙ୍କା ଗସ୍ତ କରୁଥିବା ବେଳେ ଦ୍ଵିତୀୟ ଥର ପାଇଁ ରାହୁଲ ସିନିୟର୍ ଦଳରେ ଯୋଗଦାନ କରୁଛନ୍ତି । ତେବେ ଜୁଲାଇ ୫ରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କାରେ ପହଞ୍ଚିବାକୁ ଥିବାବେଳେ ସବୁ ମ୍ୟାଚ୍ କଲମ୍ବୋର ପ୍ରେମଦାସା ଷ୍ଟାଡିୟମ୍ ରେ ଖେଳାଯିବ । ତେବେ ରାହୁଲଙ୍କ ଦଳକୁ ଫେରିବା ନେଇ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ।.
BREAKING NEWS
- ରାଜ୍ୟ ପ୍ରଶାସନରେ ବଡ଼ ଧରଣର ଅଦଳବଦଳ: ନୂଆ ଦାୟିତ୍ୱରେ ୧୦ ଆଇଏଏସ୍ ଅଫିସର
- Digital payment: “SUJOG” ଜରିଆରେ ନାଗରିକଙ୍କୁ ମିଳିବ ସୁରକ୍ଷିତ, ସୁବିଧାଜନକ ଡିଜିଟାଲ୍ ପେମେଣ୍ଟ ସୁବିଧା
- ଓଡ଼ିଶା ହେବ ସେମି କଣ୍ଡକ୍ଟର ହବ: ସୃଷ୍ଟି ହେବ ୨୦ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ
- ଆରମ୍ଭ ହେବ ଓଡ଼ିଶା ବିଧାନସଭା ଅଧିବେଶନ, ଜାଣନ୍ତୁ କେଉଁ ରାସ୍ତା ଦେଇ ଯାତାୟାତ କରିବେ…
- ଟି୨୦ କ୍ରିକେଟ: ୯୦୦୦ ରନ୍ ଅତିକ୍ରମ କଲେ ସଞ୍ଜୁ , ଏଲିଟ୍ ତାଲିକାରେ ପଞ୍ଚମ ଭାରତୀୟ
- ବିସିସିଆଇ ବାର୍ଷିକ ବୈଠକ: ଅଗରକରଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ଅନିଶ୍ଚିତତା, ଧମାଲ ପୂନର୍ବାର ହେଲେ ଆଇପିଏଲ ଚେୟାରମ୍ୟାନ
- ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ ଜାରି;ଅକ୍ଟୋବର ୩୧ ସୁଦ୍ଧା ଚୂଡ଼ାନ୍ତ ବିଜ୍ଞପ୍ତି
- ନନ୍ଦିଗ୍ରାମ ଉପନିର୍ବାଚନରେ ପୁଣି ନୂଆ ଟ୍ବିଷ୍ଟ, ଗିରଫ ହେଲେ କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନ
- ୧୯ ବର୍ଷରୁ କମ କ୍ରିକେଟ: ଅଷ୍ଟ୍ରେଲିଆକୁ ହରାଇଲା ଭାରତ
- ହାଇ ରିଟର୍ଣ୍ଣର ଲୋଭ ଦେଖାଇ ଠକି ନେଇଥିଲେ ୨୫ ଲକ୍ଷ , ୩ ଭାଇ-ଭଉଣୀ ଗିରଫ


Comments are closed.