ନୂଆଦିଲ୍ଲୀ: ଭାରତୀୟ ନୌସେନାକୁ ଶକ୍ତିଶାଳୀ କରିବା ପାଇଁ ସରକାର ଉଦ୍ୟମ ଆରମ୍ଭ କରି ଦେଇଛନ୍ତି । ରିପୋର୍ଟ ମୁତାବକ ଆମେରିକାର ଶକ୍ତିଶାଳୀ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏମଏଚ-୬୦ଆର ସିହକ ହେଲିକପ୍ଟର ନୌସେନାରେ ମୁତୟନ ହେବ । ୨୪ଟି ହେଲିକପ୍ଟରରୁ ଜୁଲାଇ ଶେଷ ସୁଦ୍ଧା ୨ଟି ଭାରତକୁ ମିଳିବ । ୨୪ ହେଲିକପ୍ଟରର ମୂଲ୍ୟ ୧୭୫୦୦ କୋଟି ରହିଛି ।
୨୦୨୪ ସୁଦ୍ଧା ସବୁଗୁଡିକ ଭାରତରେ ପଂହଚିବ । ରୋମିଓ ନାମରେ ପରିଚିତ ଏହି ସିହକ ହେଲିକପ୍ଟର ପଡୋଶୀ ଶତ୍ରୁ ଦେଶ ପାଇଁ ମୁଣ୍ଡ ବ୍ୟଥାର କାରଣ ହେବ ।
Comments are closed.