ପୁରୀ: ଡକାୟତି ଯୋଜନା ଫେଲ୍ ମାରିଲା । ପୁରୀରେ ଡକାୟତି ଯୋଜନା କରୁଥିବା ବେଳେ ଚଢ଼ାଉ କଲା ପୋଲିସ । ୪ ଜମଙ୍କୁ ଗିରଫ କରିଛି ବଳିଆପଣ୍ଡା ଥାନା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ସୁବାସ ଚନ୍ଦ୍ର ମହାନ୍ତି ଓରଫ ଗିଲଟି କାଳୁ, ଜୀବନ ବାରିକ, ସୌମ୍ୟରଞ୍ଜନ ମଲ୍ଲିକ ଓ କାତି ଓରଫ ବରେନ୍ଦ୍ର ମହାରଣା । ସେମାନଙ୍କ ନିକଟରୁ ଖଣ୍ଡା, ଦୁଇଟି ବୋମା, ଲୁହାରଡ୍ ଓ ବାଇକ ଜବତ ହୋଇଛି । ଆଉ ଦୁଇ ଜଣ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି ।

ପୁରୀକୁ ବିକାଶମୂଳକ କାମ ପାଇଁ ବିଭିନ୍ନ ଜିନିଷ ନେଇ ଆସୁଥିବା ଗାଡିରୁ ଡକାୟତି କରିବାକୁ ଏମାନେ ଯୋଜନା କରୁଥିଲେ । ଏତିକିବେଳେ ପହଞ୍ଚି ଯାଇଥିଲା ପୋଲିସ । ଦୁଇ ଜଣ ପୋଲିସକୁ ଚକମା ଦେଇ ଖସି ପଳାଇଛନ୍ତି । ସେମାନଙ୍କୁ ଧରିବା ପାଇଁ ଖୋଲତାଡ ଚଳାଇଛି ବଳିଆପଣ୍ଡା ଥାନା ପୋଲିସ ।
BREAKING NEWS
- ବିଜେପି ରାଷ୍ଟ୍ରୀୟ ସଭାପତି ନିତିନ ନବୀନଙ୍କ ପିଏ ସାଜି ଠକେଇ ଉଦ୍ୟମ: ବ୍ରହ୍ମପୁରରୁ କୁଖ୍ୟାତ ଠକ ଗିରଫ
- ଗ୍ରୀଷ୍ମ ପ୍ରବାହ ପାଇଁ ଏହି ସ୍ଥାନରେ ହେବ ସକାଳୁଆ ସ୍କୁଲ…
- ଜୁଲାଇ ୧ରୁ ଓଡ଼ିଶାର ସମସ୍ତ ସରକାରୀ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ
- ଟ୍ୱିନ୍ ସିଟି ବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଭେଟି: କାଠଯୋଡ଼ି ନଦୀ ଉପରେ ନିର୍ମାଣ ହେବ ୧୫୮ କୋଟିର ନୂଆ ବ୍ରିଜ୍
- Parbhani Temple Collapse: ମନ୍ଦିରର ଛାତ ଭୁଶୁଡ଼ି ପଡ଼ିବାରୁ ୫ ଜଣଙ୍କର ମୃତ୍ୟୁ;ଅନେକ ଏବେ ବି ଫସି ରହିଛନ୍ତି
- ଭାବବିହ୍ୱଳ ହେଲେ ରାଷ୍ଟ୍ରପତି; ମୋହନ ମାଝୀ ଓ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତିଲେ ମହାମହିମ
- ସିଏମ୍ଓରୁ ଫାଇଲ୍ ଗାଏବ ଘଟଣା: ଜିଏ ବିଭାଗରେ ପୋଲିସର ଖୋଳତାଡ଼, ଜେରା ପରିସରକୁ ଆସିପାରନ୍ତି ନବୀନ
- ବଡ଼ ଇତିହାସ: ଓଡ଼ିଶାକୁ ୪୭ ହଜାର କୋଟିର ମେଗା ଭେଟି ଦେଲେ ପ୍ରଧାନମନ୍ତ୍ରୀ
- ମୋହନଙ୍କ ନେତୃତ୍ବରେ ଓଡିଶାର ଦ୍ରୁତ ବିକାଶ: ମୋଦି
- ଡିଜେ ସାଉଣ୍ଡ ସାଜିଲା କାଳ, ଚାଲିଗଲା ମହିଳାଙ୍କ ଜୀବନ

Comments are closed.