ରାଉରକେଲା : ରାଉରକେଲା ଲୁଙ୍ଗେଇ ବସ୍ତି ଅଞ୍ଚଳରେ ଅଘଟଣ । ନାଳରେ ପଡ଼ି ୨ ଜଣ ଶିଶୁ ପୁତ୍ରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଖେଳୁଥିବା ବେଳେ ଦୁଇ ଜଣ ଶିଶୁ ନାଳରେ ପଡିଯାଇଥିଲେ । ଫଳରେ ଘଟଣାସ୍ଥଲରେ ଦେଢ଼ ବର୍ଷର ୨ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିଲା । ମୃତକ ଦୁଇ ଶିଶୁ ଲୁଙ୍ଗେଇ ବସ୍ତି ଅଞ୍ଚଳର ବୋଲି ଜଣାପଡିଛି । ମୃତଦେହକୁ ଉଦ୍ଧାର କରାଯାଇ ରାଉରକେଲା ସରକାରୀ ଡାକ୍ତରଖାନାର ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି । ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
BREAKING NEWS
- ହାର୍ଦ୍ଦିକଙ୍କ ଟ୍ରେଡ୍ ନେଇ ସନ୍ଦେହ, ରୋହିତ ବାଛିବେ ନୂଆ ଅଧିନାୟକ !
- ମମତା ବାନାର୍ଜୀଙ୍କ ଝିଆରୀଙ୍କ ଆତ୍ମହତ୍ୟା, ଘରୁ ମିଳିଲା ଝୁଲନ୍ତା ମୃତଦେହ
- ନିଟ୍ ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଆଶ୍ୱସ୍ତି: ସମସ୍ତ ଏଫଆଇଆର ଖାରଜ, ସେପ୍ଟେମ୍ବର ୫ ଆନ୍ଦୋଳନରୁ ଓହରିଲା ସିଜେପି
- SCO photo: ମଞ୍ଚରେ ମୋଦି-ଜିନପିଙ୍ଗଙ୍କ ଚିଟଚାଟ୍, ପୁଟିନଙ୍କ ପଛେ ପଛେ ଧାଇଁଲେ ଶରିଫ… SCO ଫଟୋ ଅପ୍ ପରେ ଭାଇରାଲ୍ ହେଲା ଭିଡିଓ
- ଚିନି ଡିଲରଙ୍କ ପାଇଁ ନୂଆ କଟକଣା: ସେପ୍ଟେମ୍ବର ୧୫ରୁ ୨ ହଜାର କ୍ୱିଣ୍ଟାଲରୁ ଅଧିକ ଷ୍ଟକ୍ ରଖିବା ଉପରେ ବାରଣ
- SC Cancels FIRs: ଆନ୍ଦୋଳନକାରୀ ଛାତ୍ରଙ୍କ ବିରୋଧରେ ରୁଜୁ FIR ରଦ୍ଦ, ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ
- ପୋଲିସ ଏସଆଇ ପରୀକ୍ଷା ସ୍କାମ୍: ସିବିଆଇ ରାଡାରରେ ଜେଲ୍ ଡିଜି ସୁଶାନ୍ତ ନାଥ, ଜେରା ପାଇଁ ରାଜ୍ୟ ସରକାରଙ୍କୁ ମାଗିଲା ଅନୁମତି
- ଓଡ଼ିଶା ଲୋକଭବନକୁ ଗ୍ରୀନ୍ ବ୍ଲିଡିଂ ମାନ୍ୟତା
- ଆୟୁଷ୍ମାନରେ ମିଶିବନି ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା
- ପାର୍ବଣ ପୂର୍ବରୁ ପୋଲିସର ଚେତାବନୀ: ଜୋର ଜବରଦସ୍ତ ଚାନ୍ଦା ଆଦାୟ କଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

Comments are closed.