ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ନୂଆ ମୁହଁ । ରାଜ୍ୟସଭା ସାଂସଦ ଅଶ୍ୱିନୀ କୁମାର ବୈଷ୍ଣବଙ୍କ କ୍ୟାବିନେଟ ପାହ୍ୟା ମନ୍ତ୍ରୀ । କ୍ୟାବିନେଟ ପାହ୍ୟା ପାଇବାରେ ପ୍ରଥମ ଓଡ଼ିଶା ସାଂସଦ ହେଉଛନ୍ତି ଅଶ୍ୱିନୀ । ଦୁଇ ଦୁଇଟି ଦାୟିତ୍ୱ ଗ୍ରହଣ କରିଥିବା ବେଳେ କେନ୍ଦ୍ର ରେଳମନ୍ତ୍ରୀ ଭାବେ ଅଶ୍ୱିନୀଙ୍କ ବଡ଼ ଦାୟିତ୍ୱ ରହିଛି । ରେଳଯାତ୍ରୀଙ୍କ ପାଇଁ ଅନେକ ସୁବିଧା ସହ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି ସେ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କର ବ୍ୟକ୍ତିଗତ ସଚିବ ରହିବା ସହିତ ନିଜ ବ୍ୟକ୍ତିତ୍ୱ ବଳରେ ରାଜନୀତିରେ ଦବଦବା ଜାହିର କରିଛନ୍ତି । ଆଉ ରାଜନୀତିର ଚର୍ଚ୍ଚିତ ଚେହେରା ପାଲଟିଥିବା ଅଶ୍ୱିନୀଙ୍କ ଦାୟିତ୍ୱ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଦେଖିବା ଏହି ରିପୋର୍ଟ . . .
BREAKING NEWS
- ରାମ ଗୋପାଳ ବର୍ମା ଏବଂ ଉର୍ମିଳା ଗୁପ୍ତ ଭାବରେ ମନ୍ଦିରରେ କରିଥିଲେ ବିବାହ! କାହିଁକି ପଡିଲା ସମ୍ପର୍କରେ ପୂର୍ଣ୍ଣଚ୍ଛେଦ?
- ଚାଉଳ ଗାଡ଼ିରେ ଚାଲିଥିବା ଗଞ୍ଜେଇ ଚାଲାଣକୁ ଧରିଲା ଏସଟିଏଫ୍, ଜଣେ ଅଭିଯୁକ୍ତ ଗିରଫ
- ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା:ପ୍ରଧାନଶିକ୍ଷକ ନିଲମ୍ବିତ
- ଓଡ଼ିଶାର ରେଳ ଭିତ୍ତିଭୂମିକୁ ମିଳିବ ‘ବୁଷ୍ଟର ଡୋଜ୍’: ରେଳମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବନ୍ୟା ପ୍ରଭାବିତ ଅଞ୍ଚଳରେ ବଢ଼ିବ କଲେଜ ଆଡମିଶନ ଅବଧି: ମନ୍ତ୍ରୀ
- ମହାନଦୀର କରାଳ ରୂପ: ବନ୍ୟା ପାଣିରେ ବୁଡ଼ିଲା ମା’ ଭଟ୍ଟାରିକାଙ୍କ ପୀଠ, ୧୬୩ ଧାରା ଲାଗୁ
- ବନ୍ୟା ପାଣିରେ ବୁଡିଲା BSF କ୍ୟାମ୍ପ, ଛାତ ଉପରେ ଯବାନ
- ଖେଲୋ ଇଣ୍ଡିଆ: ୫ ବର୍ଷରେ ହେବ ୩୬,୪୪୧ କୋଟି ଖର୍ଚ୍ଚ, ଅଲମ୍ପିକ୍ସରେ…
- ଆସନ୍ତାକାଲି ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
- ୨୦୨୭ ବିଶ୍ୱକପ୍ରେ ଭୁବନେଶ୍ୱର କରିବେ କି କମବ୍ୟାକ ?
Comments are closed.