ଭୁବନେଶ୍ୱର: ରାଜ୍ୟରେ ସ୍ଥିର ରହିଛି ଦୈନିକ ସଂକ୍ରମଣ । ଗତ ତିନି ଚାରି ଦିନ ହେବ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨ହଜାରରୁ ସାମାନ୍ୟ କମ୍ ନହେଲେ ବେଶୀ ରହୁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୨୧ଶହ ୧୦ ସଂକ୍ରମିତ । କ୍ୱାରେଣ୍ଟାଇନରୁ ୧୨ଶହ ୧୩ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୮୯୭ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୫୮ ଓ କଟକରୁ ଚିହ୍ନଟ ହୋଇଛନ୍ତି ୩୨୩ ପଜିଟିଭ୍ ।
Covid-19 Report For 14th July
New Positive Cases : 2110
In Quarantine: 1213
Local Contacts: 897(Details of local contacts will be shared by concerned Dist Administration)
District Wise Cases:
1. Angul: 46
2. Balasore: 168
3. Bargarh: 14
4. Bhadrak: 79
5. Balangir: 13— I & PR Department, Odisha (@IPR_Odisha) July 15, 2021
ବାଲେଶ୍ୱରରୁ ୧୬୮, କେନ୍ଦ୍ରାପଡ଼ାରୁ ୧୩୨ ଓ ପୁରୀରୁ ୧୧୩ ନୂଆ ଆକ୍ରାନ୍ତ ବାହାରିଛନ୍ତି । ବାକି ୨୫ ଜିଲ୍ଲାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଶହେ ଭିତରେ ରହିଛି । ଏଥିରୁ ଦେବଗଡ଼, କଳାହାଣ୍ଡି, ନୂଆପଡ଼ା ଓ ସୋନପୁର ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଭିତରେ ରହିଛି ।
୨୪ ଘଣ୍ଟାରେ ରାଜ୍ୟରେ ୭୨ହଜାର ୩୨୨ କୋଭିଡ୍ ଟେଷ୍ଟ କରାଯାଇଛି । ପଜିଟିଭ୍ ହାର ରହିଛି ୨.୯୧ ପ୍ରତିଶତ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୯ଲକ୍ଷ ୪୭ହଜାର ୮୫୯କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୯ଲକ୍ଷ ୨୦ହଜାର ୬୪୬ ଆକ୍ରାନ୍ତ । ଏବେ ରାଜ୍ୟରେ ୨୨ହଜାର ୨୯୯ ଆକ୍ଟିଭ୍ କେସ୍ ରହିଛି ।
22. Mayurbhanj: 99
23. Nawarangpur: 10
24. Nayagarh: 74
25. Nuapada: 2
26. Puri: 113
27. Rayagada: 29
28. Sambalpur: 19
29. Sonepur: 4
30. Sundargarh: 62
31. State Pool: 87New Recoveries: 2605
Cumulative Tested: 14845260
Positive: 947859
Recovered: 920646
Active cases: 22299— I & PR Department, Odisha (@IPR_Odisha) July 15, 2021
Comments are closed.