କଲମ୍ବୋ: ଚମତ୍କାର ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଭାରତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଶ୍ରୀଲଙ୍କାକୁ ୩ ଉଇକେଟରେ ହରାଇ ସିରିଜ ବିଜୟ ହାସଲ କରିଛି । ୩ମ୍ୟାଚ ବିଶିଷ୍ଠ ସିରିଜରେ ଭାରତ ୨-୦ରେ ଅଗ୍ରଣୀ ରହିଛି । ଦୀପକ ଚହର (୬୯ ନଟଆଉଟ) ଭାରତ ବିଜୟର ମୂଖ୍ୟ କର୍ଣ୍ଣଧାର ସାଜିଥିଲେ । ଏହି ମ୍ୟାଚରେ ୫ଟି ବଡ ରେକର୍ଡ ସୃଷ୍ଟି ହୋଇଛି । ସେଗୁଡିକ ହେଲା…
୧.ଶ୍ରୀଲଙ୍କା ବିପକ୍ଷରେ ଭାରତର ଏହା କ୍ରମାଗତ ୯ମ ସିରିଜ ବିଜୟ । ପାକିସ୍ତାନ ୭ ବିଜୟ ସହ ଦ୍ୱିତୀୟ ସ୍ଥାନରେ ରହିଛି ।
୨. ଦିନିକିଆ କ୍ରିକେଟରେ ଶ୍ରୀଲଙ୍କା ବିପକ୍ଷରେ ଭାରତର ସର୍ବାଧିକ ୯୩ ବିଜୟ ସହ ବିଶ୍ୱରେକର୍ଡ ସ୍ଥାପନ କରିଛି । ପାକିସ୍ତାନ ୯୨ ବିଜୟ ସହ ଏହି ରେକର୍ଡର ଅଧିକାରୀ ଥିଲା ।
୩. ଟପ ଅର୍ଡରର ପ୍ରଥମ ୩ଟି ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ ହାସଲ କରି ନ ଥିଲେ ମଧ୍ୟ ଭାରତ ୨୫୦ରୁ ଅଧିକ ରନର ଟାର୍ଗେଟ ହାସଲ କରିଥିଲା ।
୪. ୮ ନମ୍ବର ସ୍ଥାନରେ ବ୍ୟାଟିଂ କରି ଦୀପକ ଚହର ଭାରତ ପକ୍ଷରୁ ଶ୍ରୀଲଙ୍କା ବିପକ୍ଷରେ ସର୍ବାଧିକ ରନ ସଂଗ୍ରହ କରିଛନ୍ତି ।
୫. ଟାର୍ଗେଟକୁ ପିଛା କରିବାରେ ଏବଂ ୮ନମ୍ବର ସ୍ଥାନରେ ବ୍ୟାଟିଂ କରି ଚହର ମ୍ୟାଚ ବିଜୟୀ ଇନିଂସ ଖେଳିବା ସହ କରି ଭାରତ ପକ୍ଷରୁ ରେକର୍ଡ କରିଛନ୍ତି । ସେ ଅଜିତ ଅଗରକରଙ୍କ ୬୭ରନ(ଜିମ୍ବାୱେ ବିପକ୍ଷରେ)ର ରେକର୍ଡ ଭାଙ୍ଗିଛନ୍ତି ।
BREAKING NEWS
- ଢାବା ଉପରେ ଚଢ଼ାଉ, ପୋଲିସକୁ ଗାଳିଗୁଲଜ: ବିଜେପି ଯୁବ ନେତା ବି. ସୋମନାଥ ପାତ୍ରଙ୍କୁ ଗିରଫ କଲା ଗୋପାଳପୁର ପୋଲିସ
- ଅପରାଧ ପ୍ରମାଣିତ ନହେବା ଯାଏଁ ଚାକିରିରୁ କାଢ଼ିପାରିବେନି ସରକାର: ସୁପ୍ରିମକୋର୍ଟ
- ପରୀକ୍ଷାରେ ତ୍ରୁଟିକୁ ବରଦାସ୍ତ କଲାନି ଏନଟିଏ, ପରିଚାଳନା ଦାୟିତ୍ୱରେ ଥିବା ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍
- ପୁରୁଷ ହକି ବିଶ୍ୱକପ୍ ୨୦୨୬: ଭାରତୀୟ ଦଳର ନୈରାଶ୍ୟଜନକ ପ୍ରଦର୍ଶନ, ନେଦରଲ୍ୟାଣ୍ଡ୍ସଠାରୁ ନିକଟରୁ ଶୋଚନୀୟ ପରାଜୟ
- Kotia map:ଗୁଗୁଲ୍ ମ୍ୟାପ୍ରେ କୋଟିଆର ଭୁଲ୍ ସୀମା;ସଂଶୋଧନ ପାଇଁ ସରକାରୀ ପ୍ରକ୍ରିୟା ଆରମ୍ଭ
- ଲୁହାପଥର ନେଇ ଓଡ଼ିଶାରୁ ସିଙ୍ଗାପୁର ଯାଉଥିବା ଜାହାଜ ବୁଡ଼ିଲା: ୨୪ କ୍ରୁ ସଦସ୍ୟଙ୍କ ଜୀବନ ରକ୍ଷା ପାଇଁ ଉଦ୍ଧାର କାର୍ଯ୍ୟ ଜୋରଦାର
- କର୍ତ୍ତବ୍ୟରତ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ଟିପିଏସ୍ଓଡିଏଲର ଦୃଢ କାର୍ଯ୍ୟାନୁଷ୍ଠାନ
- ଘୋଷଣା ହେଲା ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬, ଜାଣନ୍ତୁ ଓଡ଼ିଶାରୁ କିଏ ପାଇବେ…
- ଛାତ ଉପରେ ଥିବା ପୁରୁଣା ଡିସ୍ ଛତା ଆସିବ କାମରେ! ମାଗଣା ଚ୍ୟାନେଲ୍ ଦେଖିବା ପାଇଁ ଏମିତି କରନ୍ତୁ ବ୍ୟବହାର
- ପାରାଦୀପରେ ବଡ଼ ଅଘଟଣ; ମଝି ସମୁଦ୍ରରେ ବୁଡ଼ିଲା ଜାହାଜ, ୨୪ ଜଣଙ୍କୁ ଖୋଜୁଛି…

Comments are closed.