ଢେଙ୍କାନାଳ: ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାଶ ଗାଁରେ ବଜ୍ରାଘାତ ଘଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ଗାଁର ହେମାନନ୍ଦ ପରିଡା । ହେମାନନ୍ଦ ନିଜ ଘର ପଛ ପାଖ ବାଡ଼ିକୁ ଯାଇଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ । ଘଟଣାସ୍ଥଳରେ ହିଁ ସେ ଅଚେତ ହୋଇ ପଡି ଯାଇଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ପରଜଙ୍ଗ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏ ନେଇ କିଛି ସମୟ ଧରି ପରଜଙ୍ଗ ମେଡ଼ିକାଲ ପରିସରରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା ।
BREAKING NEWS
- ବିଜୟ ଦେଇଛନ୍ତି ନକଲି ସମର୍ଥନ ପତ୍ର; ବଡ଼ ଅଭିଯୋଗ ଆଣିଲେ ଦିନାକରନ
- ବସ୍-ଟ୍ରକ୍ ଧକ୍କା; ଜଣେ ମୃତ, ୧୫ରୁ ଉର୍ଦ୍ଧ୍ୱ ଆହତ
- ସିବିଆଇ ପଞ୍ଝାରେ CGST ସୁପରିଟେଣ୍ଡେଣ୍ଟ
- ନୂଆ CDS ହେଲେ ଲେଫ୍ଟନାଣ୍ଟ ଜେନେରାଲ୍ ଏନ୍.ଏସ୍ ରାଜା ସୁବ୍ରମଣି
- ତାମିଲନାଡୁ ରାଜନୀତିରେ ‘ରିସର୍ଟ ପଲିଟିକ୍ସ’: ସମସ୍ତ ୫ କଂଗ୍ରେସ ବିଧାୟକ ହାଇଦ୍ରାବାଦ ସ୍ଥାନାନ୍ତର
- କୋଭିଡ୍ଠାରୁ କେତେ ଭୟଙ୍କର ହାନ୍ତାଭାଇରସ୍? ଜାଣନ୍ତୁ କିଭଳି ବ୍ୟାପେ ଏହି ସଂକ୍ରମଣ ଓ କ’ଣ କହୁଛି WHO
- ବାଲିଅନ୍ତା ପରେ ବାଲିପାଟଣାରେ ହତ୍ୟା;ଅଭିଯୁକ୍ତ ଗିରଫ
- ଅନଲାଇନ ଟ୍ରେଡିଂରେ ରୋଜଗାର ଲୋଭ ଦେଖାଇ ଠକି ନେଲେ ୨୦ ଲକ୍ଷ ୫୦ ହଜାର
- ଏହା ଦେଶର ସବୁଠାରୁ ଦୀର୍ଘତମ ସଂଖ୍ୟାଲଘୁ ସରକାର ଥିଲା, ଯାହା ବହୁମତ ବିନା ୫ ବର୍ଷ ପୂରଣ କରିଥିଲା
- ବାଲିଅନ୍ତା ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ମୋଡ଼: ‘ଦୁଷ୍କର୍ମ ନୁହେଁ, ଫିଡ୍ସ ମାରିବାରୁ ଘଟିଥିଲା ଅଘଟଣ’, ସାଙ୍ଗ ଓମ୍ଙ୍କ ବଡ଼ ଖୁଲାସା
Comments are closed.