Latest Odisha News

BREAKING NEWS

ମୁଣ୍ଡୁଳି ବ୍ରିଜ ଉପରେ ବୋଟ୍ ଓଲଟିବା ଘଟଣା; ଉଦ୍ଧାର ହେଲେ ଦୁଇ ଓଟିଭି ପ୍ରତିନିଧି ଏବଂ ଓଡ୍ରାଫ୍ ଟିମ୍ ସଦସ୍ୟ

କଟକ: ଜାରି ରହିଥିଲା ଅପରେସନ ଗଜ । ଘଟିଲା ଅଘଟଣ । ମୁଣ୍ଡୁଳି ବ୍ରିଜ ଉପରେ ଓଲଟିପଡିଲା ଓଡ୍ରାଫ୍ ଟିମର ବୋଟ୍ । ବୋଟରେ ଥିବା ଓଡ୍ରାଫ୍ ଟିମ୍ ସଦସ୍ୟଙ୍କ ସମେତ ନଦୀରେ ପଡିଗଲେ ଓଟିଭିର ଦୁଇ ପ୍ରତିନିଧି ଅରିନ୍ଦମ ଦାସ ଓ ଭିଡିଓ ଜର୍ଣ୍ଣାଲିଷ୍ଟ ପ୍ରଭାତ ସିହ୍ନା । ଏହି ଘଟଣାରେ ଚାରିଜଣ ଓଡ୍ରାଫ୍ ଟିମ୍ ସଦସ୍ୟଙ୍କ ସମେତ ଓଟିଭିର ଦୁଇଜଣ ପ୍ରତିନିଧିଙ୍କୁ ଉଦ୍ଧାର କରାଯାଇଛି । ଅରିନ୍ଦମଙ୍କ ସମେତ ଅନେକଙ୍କ ଅବସ୍ଥା ଗୁରୁତର ଥିବାବେଳେ ସମସ୍ତଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ସବିଶେଷ ରିପୋର୍ଟ ଅନୁଯାୟୀ ସମୁଦାୟ ୬ ଜଣ ଉଦ୍ଧାର ହୋଇଥିଲାବେଳେ ଜଣେ ନିଖୋଜ ଥିବା ସୂଚନା ରହିଛି ।

 

 

Leave A Reply

Your email address will not be published.