ଭୁବନେଶ୍ୱର: ଓଡିଶା କ୍ରିକେଟ ଆସୋସିଏଶନ (ଓସିଏ) ବୁଧବାର ସୟେଦ ମୁସ୍ତାକ ଅଲୀ ଟି୨୦ ଟୁର୍ଣ୍ଣାମେଂଟ ପାଇଁ ୨୧ ଜଣିଆ ଦଳ ଘୋଷଣା କରିଛି । ଏହି ଦଳର ନେତୃତ୍ୱ ନେବେ ରାଜେଶ ଧୂପର । ଅକ୍ଟୋବର ୨୭ରେ ରାଜେଶଙ୍କ ନେତୃତ୍ୱରେ ଓଡିଶା ଟିମ ଲକ୍ଷ୍ନୌ ଯିବ । ଟୁର୍ଣ୍ଣାମେଂଟ ଲକ୍ଷ୍ନୌରେ ୪ରୁ ୯ ନଭେମ୍ବର ପର୍ଯ୍ୟନ୍ତ ଆୟୋଜିତ ହେବ । ନଭେମ୍ବର ୪ରେ ଓଡିଶା ତାର ପ୍ରଥମ ଏଲିଟ ଗ୍ରୁପ ମୁକାବିଲାରେ ଗୋଆକୁ ଭେଟିବ । ଏହା ପରେ ୫ରେ ତାମିଲନାଡୁକୁ, ୬ରେ ମହାରାଷ୍ଟ୍ରକୁ, ୮ରେ ପଞ୍ଜାବକୁ ଏବଂ ୯ରେ ପୁଡୁଚେରୀକୁ ଭେଟିବ ।
ଓଡିଶା ଟିମ୍: ରାଜେଶ ଧୂପର (ଅଧିନାୟକ), ଗୌରବ ଚୌଧୁରୀ, ଅନୁରାଗ ଷଡଙ୍ଗୀ, ଅଂଶୁମାନ ରଥ,ସନ୍ଦୀପ ପଟ୍ଟନାୟକ, ଶୁଭ୍ରାଂଶୁ ସେନାପତି, ଅଭିଷେକ ଯାଦବ, ପ୍ରତୀକ ଦାସ, ଗୋବିନ୍ଦ ପୋଦ୍ଦାର, ରାଜେଶ ମହାନ୍ତି, ତାରିଣୀ ଶା, ବି.ଶିବା, ଆଶୀଷ ରାୟ, ଦେବବ୍ରତ ପ୍ରଧାନ, ସର୍ବେଶ୍ୱର ମହାନ୍ତି, ପ୍ରୟାସ ସିଂ, ପପୁ ରାୟ, ହର୍ଷିତ ରାଠୋର, ବିକାଶ ରାଉତ, ଜୟନ୍ତ ବେହେରା ଓ ଅଭିଷେକ ରାଉତ ।
BREAKING NEWS
- ପ୍ଲେ-ଅଫରେ ମୁମ୍ବାଇ ଇଣ୍ଡିଆନ୍ସ ସ୍ଥାନ ପାଇବାର ଆଶା ଧୂଳିସାତ
- ଲକ୍ଷ୍ନୌର ମୁଣ୍ଡ ବିନ୍ଧାଇଲେ ହେଡ-ଅଭିଷେକ, ୬୨ ବଲ ବାକିଥାଇ ମ୍ୟାଚ ଜିତାଇଲେ
- ଅମ୍ବାନୀ-ଆଦାନୀ ପ୍ରସଙ୍ଗ: ମୋଦୀଙ୍କ ଅଭିଯୋଗର ଜବାବ ଦେଲେ ରାହୁଲ
- ହସ୍ପିଟାଲରେ ପୂର୍ବତନ ବ୍ଲକ ଅଧ୍ୟକ୍ଷା: କହିଲେ ମୃତ୍ୟୁ ହେଲେ ବିଜେଡି ନେତା ବ୍ୟୋମକେଶ ଦାୟୀ
- ‘ରାଜ୍ୟରେ ବିଜେପି ସରକାର କଲେ ଦେଶୀ ମଦ ସମ୍ପୂର୍ଣ୍ଣ ବ୍ୟାନ୍ ହେବ’
- ଲୋକସଭାରେ ବୃଦ୍ଧି ପାଉଛି ବୟୋଜ୍ୟେଷ୍ଠ ସାଂସଦଙ୍କ ସଂଖ୍ୟା
- ବିଜେଡିରେ ଏକନାଥ ସିନ୍ଦେ !
- ପାଣ୍ଡିଆନ କହିଲେ ବିଜେଡିକୁ ଭାଙ୍ଗିବାକୁ ପ୍ରୟାସ ହୋଇପାରେ, ବିଜେପି ପଚାରିଲା ଏତେ ଭୟ କାହିଁକି?
- କାହିଁକି ଜୁନ୍ ୯ରେ ନବୀନ ଷଷ୍ଠ ଥର ପାଇଁ ଶପଥ ନେବେ କହିଲେ ପାଣ୍ଡିଆନ୍?
- ୨୦ ମିନିଟ୍ ଧରି ଅନ୍ଧାରରେ ରହିଲା ଶ୍ରୀମନ୍ଦିର