ପୁରୀ : ଆସନ୍ତାକାଲି ଆଲୋକର ପର୍ବ ଦୀପାବଳି । ଏହା ପୂର୍ବରୁ ପୁରୀ ବେଳାଭୂମିରେ ବାଲୁକା କଳା ଜରିଆରେ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ପୁରୀ ଲାଇଟ୍ ହାଉସ ନିକଟସ୍ଥ ବେଳାଭୂମିରେ ମା’ କାଳିଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ମାନସ ସାହୁ । ସମସ୍ତଙ୍କୁ ଦୀପାବଳିର ହାର୍ଦ୍ଧିକ ଅଭିନନ୍ଦନ ଜଣାଇବା ସହିତ ପ୍ରଦୂଷଣ ମୁକ୍ତ ଦୀପାବଳି ପାଳନ ପାଇଁ ସଚେତନତାର ବାର୍ତ୍ତା ଦେଇଛନ୍ତି । ଚଳିତ ବର୍ଷ ଦୀପ ଜାଳିବା ସହ କୋଭିଡ ନିୟମ ମାନି ଦୀପାବଳି ପାଳନ କରିବାକୁ ସେ ବାର୍ତ୍ତା ଦେଇଛନ୍ତି । ୧୫ ଫୁଟ ଓସାର ବିଶିଷ୍ଟ ଏହି ବାଲୁକା ମୂର୍ତ୍ତିକୁ ତିଆରି କରିବାକୁ ମାନସ ସାହୁଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା । ବାଲୁକା କଳାରେ ସେ ‘Happy and Safe Dipawali’ର ବାର୍ତ୍ତା ଦେଇଛନ୍ତି ।
BREAKING NEWS
- ଦିଲ୍ଲୀ ବିଶ୍ୱବିଦ୍ୟାଳୟ ନିର୍ବାଚନ: ଏବିଭିପିର ବାଜିମାତ୍, ୪ରୁ ୩ ପ୍ରମୁଖ ପଦବୀ ହାତେଇଲା
- Headmaster suspended:ମହଙ୍ଗା ପଡିଲା ସମୟ ପୂର୍ବରୁ ବିଦ୍ୟାଳୟ ବନ୍ଦ;ପ୍ରଧାନଶିକ୍ଷକ ନିଲମ୍ବିତ
- Car Swept Away:ଭାସିଯାଇ ଓଡ଼ିଆ ପର୍ଯ୍ୟଟକ;ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ
- ST status: ଧର୍ମ ବଦଳାଇଲେ ବି ମିଳିବ କି ST ଅଧିକାର? ଜାଣନ୍ତୁ କ’ଣ କହିଲେ କୋର୍ଟ…
- ‘Arnab’ cyclone: ସମ୍ଭାବ୍ୟ ବାତ୍ୟା ନାଁ ‘ଅର୍ଣ୍ଣବ’! ଜାଣନ୍ତୁ ଓଡ଼ିଶା ପାଇଁ କେତେ ବିପଦ?
- ପିସି କାରବାର: ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, CBI ଉପରେ ଖପ୍ପା
- ଏସବୁ ଗଣମାଧ୍ୟମ ସଂସ୍ଥାକୁ କାହିଁକି ବ୍ୟାନ କଲା ହ୍ୱାଇଟ୍ ହାଉସ
- Artificial Sun: ନିଜର ‘ସୂର୍ଯ୍ୟ’ ଗଢ଼ୁଛି ଭାରତ!
- ସ୍କ୍ରବ୍ ଟାଇଫସକୁ ନେଇ ଏଭଳି କହିଲେ ସ୍ବାସ୍ଥ୍ୟ ମନ୍ତ୍ରୀ
- Green Energy: କେବଳ ତେଲ-ଗ୍ୟାସ୍ ନୁହେଁ, ଏବେ ‘ଗୋବର ଗ୍ୟାସ୍’ ବି ତିଆରି କରିବ ଓଏଲ୍ ଇଣ୍ଡିଆ!

Comments are closed.