ଦିଲ୍ଲୀ : ଭାରତୀୟ ବାୟୁସେନାର ହେଲିକପ୍ଟର କ୍ରାସ ହୋଇଛି । ଆଜି ଅରୁଣାଚଳ ପ୍ରଦେଶରେ ବାୟୁସେନାର ବିମାନ ଏମଆଇ-୧୭ ହେଲିକପ୍ଟର କ୍ରାସଲ୍ୟାଣ୍ଡ କରିଛି । ଏହି ଦୁର୍ଘଟଣାରେ ବିମାନରେ ଥିବା ଦୁଇ ଜଣ ପାଇଲଟ ଓ ୩ ଜଣ କ୍ରିୟୁ ମେମ୍ବର ଅଳ୍ପକେ ରକ୍ଷା ପାଇଛନ୍ତି । ସୂଚନା ଅନୁସାରେ ହେଲିକପ୍ଟର ମେଣ୍ଟନାନ୍ସ କାମରେ ନିୟୋଜିତ ଥିଲା । ହଠାତ୍ ମଝି ଆକାଶରେ ଏହି ହେଲିକପ୍ଟରଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ହେଲେ ଏହି ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଏନେଇ ତଦନ୍ତ ଜାରି ରହିଛି । ଅନ୍ୟପଟେ କିଛି ଦିନ ପୂର୍ବରୁ ଜାମ୍ମୁ କାଶ୍ମୀରର ଉଦ୍ଦମପୁରରେ ଜିଲ୍ଲାରେ ପାହାଡ ଉପରେ ଆର୍ମି ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହେବା ପରେ ଦୁଇ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଥିଲା ।
BREAKING NEWS
- ୫୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଏଏସଆଇ ଓ ହୋମଗାର୍ଡ ଡ୍ରାଇଭର
- ମହିଳା ଟି୨୦ ବିଶ୍ୱକପ କ୍ରିକେଟ: ମାନ୍ଧନାଙ୍କ ବିସ୍ଫୋରକ ବ୍ୟାଟିଂ, ନେଦରଲାଣ୍ଡକୁ ସହଜରେ ହରାଇଲା ଭାରତ
- ଓଡ଼ିଶା-ସିଙ୍ଗାପୁର ସହଭାଗିତା ହେବ ଅଧିକ ସୁଦୃଢ଼, ଗଠନ ହେବ ଏକ ସୁବ୍ୟବସ୍ଥିତ ମେକାନିଜିମ୍
- ଶାନ୍ତି ଚୁକ୍ତି ପୂର୍ବରୁ ଧମକାଇଲେ ଆମେରିକା, ପୁଣି ହୋଇପାରେ ଯୁଦ୍ଧ
- ଓଡ଼ିଶାରେ ୭୬ ହଜାର ୬୧୨ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ, ୫୦,୫୧୭ ନିଯୁକ୍ତି ସୃଷ୍ଟି ସମ୍ଭାବନା
- ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମାଓ ଡମ୍ପ୍ ଠାବ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ
- ଗିଲ, ଈଶାନଙ୍କ ଶତକ: ଆଫଗାନିସ୍ତାନକୁ ହରାଇ ସିରିଜ ହାତେଇଲା ଭାରତ
- ଓଡ଼ିଶାରେ ଲାଗୁ ହେଲା ଭିବି-ଜି-ରାମଜି, ଗ୍ରାମାଞ୍ଚଳରେ ୧୨୦ ଦିନର ରୋଜଗାର ଗ୍ୟାରେଣ୍ଟି
- ଅକ୍ଷିତାରାଜଙ୍କୁ ଏହି ଦିନ ବିବାହ କରିବେ ଆକାଶଦୀପ
- ଜି-୭ ସମ୍ମିଳନୀ: ଟ୍ରମ୍ପଙ୍କ ସାମ୍ନାରେ ଭାରତୀୟ ନାବିକଙ୍କ ସୁରକ୍ଷା ଚିନ୍ତା ବ୍ୟକ୍ତ କଲେ ମୋଦି; ଇରାନ ଶାନ୍ତି ଚୁକ୍ତିରେ ପ୍ରାଥମିକତା ଦେବାକୁ ଦାବି

Comments are closed.