ମୁମ୍ବାଇ : ବଲିଉଡ୍ ବିୟୁଟି ୟାମି ଗୌତମ ନିଜ ଜନ୍ମଦିନକୁ ସ୍ପେଶାଲ ଅନ୍ଦାଜରେ ସେଲିବ୍ରେସନ କରିଛନ୍ତି । ୟାମି ଗୌତମ ବିବାହ ପରେ ତାଙ୍କର ପ୍ରଥମ ଜନ୍ମ ଦିନ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଆଜି ୟାମି ତାଙ୍କର ୩୩ ତମ ଜନ୍ମଦିନ ପାଳୁଛନ୍ତି । ହେଲେ ଏହି ବର୍ଷ ଜନ୍ମଦିନକୁ ସ୍ପେଶାଲ ଅନ୍ଦାଜରେ ସେଲିବ୍ରେସନ କରିଛନ୍ତି ୟାମି । ବର୍ଥ ଡେ କୁ ନିଜ ହବି ଓ ଇନ ଲସ୍ ଙ୍କ ସହିତ ସେଲିବ୍ରେସନ କରିଛନ୍ତି ୟାମି ।ଏହି ସବୁ ଫଟୋକୁ ନିଜ ଇଷ୍ଟାଗ୍ରାମ ପେଜରେ ସେୟାର କରିଛନ୍ତି ୟାମି । ଏବର୍ଷ ବର୍ଥଡେ ଅତି ସ୍ମରଣୀୟ ଥିଲା ବୋଲି ସେ କ୍ୟାପସନ ଲେଖିଛନ୍ତି । ଏହି ଅବସରରେ ତାଙ୍କ ପତି ଆଦିତ୍ୟ ଧାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ୟାମି ।
BREAKING NEWS
- ଏସିଡ୍ ପୀଡିତାଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ତାଦିଗ୍: ୪ ସପ୍ତାହ ମଧ୍ୟରେ ସମସ୍ତ ହାଇକୋର୍ଟଙ୍କୁ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ
- ଯେଉଁମାନେ କୋହଲି, ରୋହିତଙ୍କୁ ହଇରାଣ କରୁଛନ୍ତି ସେମାନେ ନିଜେ ହଜିଯିବେ: ଶାସ୍ତ୍ରୀ
- Indigo Filghts Cancelled: ତୃତୀୟ ଦିନରେ ବି ସୁଧୁରିନି ସ୍ଥିତି: ଇଣ୍ଡିଗୋର ୧୫୦ ବିମାନ ଉଡ଼ାଣ ବାତିଲ
- ଋଷ ଆଉ ପୂର୍ବ ପରି ଭାରତର ବନ୍ଧୁ ନୁହେଁ… ଚର୍ଚ୍ଚାରେ କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ
- ରାଜ୍ୟରେ ପଞ୍ଚାୟତ ଓ ବ୍ଲକ ଗଠନକୁ ନେଇ ଏହି ତଥ୍ୟ ରଖିଲେ ମନ୍ତ୍ରୀ ସୁରେଶ ପୂଜାରୀ
- କେନ୍ଦୁଝରରେ ଅଜବ ଘଟଣା; ପ୍ରେମ ପାଇଁ ଟାୱାରରେ ଚଢ଼ିଲା ପ୍ରେମିକ
- ବାଲୁକା କଳାରେ ପୁଟିନଙ୍କୁ ସ୍ବାଗତ ଜଣାଇଲେ ମାନସ ସାହୁ
- ଆମେ ବି କାମ କରୁଛୁ ଏକା ତୁମେ ନୁହଁ: ମୋଦି ସରକାର ଉପରେ ବର୍ଷିଲେ ରାହୁଲ…
- ଛାତ୍ରଙ୍କୁ କିଏ ବାନ୍ଧିଲା ଶିକୁଳିରେ; ଜାଣନ୍ତୁ କଣ କହୁଛନ୍ତି ପରିବାର…
- ଆଜିଠୁ ପୁଣି ବଢ଼ିବ ଶୀତ ପ୍ରକୋପ, ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ରାତି ତାପମାତ୍ରା
Comments are closed.