ଭୁବନେଶ୍ୱର: ବାତ୍ୟା ପାଇଁ କିଛି ରୁଟରେ ଟ୍ରେନ ଚଳାଚଳ ବାତିଲ କରାଯାଇଛି । ଆଜି ଓ ଆସନ୍ତାକାଲି ପାଇଁ ଟ୍ରେନ ଚଳାଚଳ ବାତିଲ କଲା ପୂର୍ବତଟ ରେଳପଥ । ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ୪ ଓ ୫ ତାରିଖରେ ଟ୍ରେନ ବାତିଲ କରାଯାଇଛି । ଆଜି ୩୬ଟି ଓ ଆସନ୍ତାକାଲି ୩୮ଟି ଟ୍ରେନ ବାତିଲ ହୋଇଛି । ୬ ତାରିଖରେ ଗୁଣୁପୁର-ପୁରୀ ଏକ୍ସପ୍ରେସ ବାତିଲ ନେଇ ସୂଚନା । ବର୍ଷା, ପବନ ଓ ବାତ୍ୟାକୁ ଦୃଷ୍ଟିରେ ରଖି ଟ୍ରେନ ଚଳାଚଳକୁ ବାତିଲ କରାଯାଇଛି । ୪ ଡ଼ିସେମ୍ବରରେ ବାତିଲ ହୋଇଥିବା ଟ୍ରେନଗୁଡ଼ିକ ହେଲା…
୧. ୧୮୦୪୫ ହାୱଡ଼ା-ହାଇଦ୍ରାବାଦ ପୂର୍ବତଟ ଏକ୍ସପ୍ରେସ
୨. ୧୨୮୪୧ ହାୱଡ଼ା ଚେନ୍ନାଇ ସେଣ୍ଟ୍ରାଲ କରମଣ୍ଡଳ ଏକ୍ସପ୍ରେସ
୩. ୨୨୮୭୭ ହାୱଡ଼ା-ଏର୍ଣ୍ଣାକୁଲମ ଏକ୍ସପ୍ରେସ୍
୪. ୧୮୪୨୦ ଜୟନଗର-ପୁରୀ ଏକ୍ସପ୍ରେସ
୫. ୧୮୪୦୯ ହାୱଡ଼ା-ପୁରୀ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ
୬. ୧୨୮୩୭ ହାୱଡ଼ା- ପୁରୀ ଏକ୍ସପ୍ରେସ
୭. ୧୨୮୬୩ ହାୱଡ଼ା-ଯଶୱନ୍ତପୁର ଏକ୍ସପ୍ରେସ୍
୮. ୧୮୫୩୨ ବିଶାଖାପାଟଣମ-ପାଲାସା ଏକ୍ସପ୍ରେସ
୯. ୧୮୫୪୧ ହାଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସ
୧୦. ୧୮୦୪୭ ହାୱଡ଼ା-ଭାସ୍କୋ-ଡ଼ା-ଗାମା ଅମରାବତୀ ଏକ୍ସପ୍ରେସ
୧୧. ୧୨୮୩୯ ହାୱଡ଼ା-ଚେନ୍ନାଇ ମେଲ
୧୨. ୨୨୮୨୦ ବିଶାଖାପାଟଣାମ-ଭୁବନେଶ୍ୱର ଇଣ୍ଟର ସିଟି ଏକ୍ସପ୍ରେସ
୧୩. ୧୭୮୪୧ ବିଳାସପୁର-ତିରୁପତି ଏକ୍ସପ୍ରେସ
୧୪. ୧୮୫୧୭ କୋର୍ବା- ବିଶାଖାପାଟ୍ଟଣମ୍ ଏକ୍ସପ୍ରେସ
୧୫. ୧୩୩୫୧ ଧନବାଦ-ଆଲେପି ଏକ୍ସପ୍ରେସ
୧୬. ୧୮୪୪୭ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ
୧୭. ୨୦୮୩୭ ଭୁବନେଶ୍ୱର-ଜୁନାଗଡ଼ ରୋଡ଼ ଏକ୍ସପ୍ରେସ
୧୮. ୧୮୪୨୬ ଦୁର୍ଗ-ପୁରୀ ଏକ୍ସପ୍ରେସ
୧୯. ୦୮୪୬୧ କଟକ-ପାରାଦୀପ ସ୍ପେଶିଆଲ
୨୦. ୧୨୭୦୪ ସିକନ୍ଦରାବାଦ-ହାୱଡ଼ା ଫାଲକନାମା ଏକ୍ସପ୍ରେସ
୨୧. ୧୨୫୧୩ ସିକନ୍ଦରାବାଦ-ଗୁଆହାଟି ଏକ୍ସପ୍ରେସ
୨୨. ୧୭୪୮୦ ତିରୁପତି-ବିଳାସପୁର ଏକ୍ସପ୍ରେସ
୨୩. ୨୨୬୦୬ ଭିଲୁପୁରମ୍-ପୁରଲିଆ ଏକ୍ସପ୍ରେସ
୨୪. ୧୭୦୧୬ ସିକନ୍ଦରାବାଦ-ଭୁବନେଶ୍ୱର ବିଶାଖା ଏକ୍ସପ୍ରେସ
୨୫. ୧୨୮୪୦ ଚେନ୍ନାଇ-ହାୱଡ଼ା ମେଲ
୨୬. ୧୮୪୬୪ ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସ
୨୭. ୧୧୦୧୯ ସିଏସଏମଟି, ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ
୨୮. ୧୭୨୪୩ ଗୁଣ୍ଟୁର-ରାୟଗଡ଼ା ଏକ୍ସପ୍ରେସ
୨୯. ୧୮୫୧୮ବିଶାଖାପାଟ୍ଟଣାମ-କୋର୍ବ ଏକ୍ସପ୍ରେସ
୩୦. ୧୩୩୫୨ଆଲେପି-ଧନବାଦ ଏକ୍ସପ୍ରେସ
୩୧. ୧୨୩୭୫ ତାମ୍ବରମ୍-ଜସଡ଼ିହ ଏକ୍ସପ୍ରେସ
୩୨. ୧୮୪୪୮ ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ
୩୩. ୨୦୮୩୮ଜୁନାଗଡ଼ ରୋଡ଼ରୁ ଭୁବନେଶ୍ୱର ଏକ୍ସପ୍ରେସ
୩୪. ୦୮୪୬୨ପାରାଦୀପ-କଟକ ସ୍ପେଶିଆଲ
୩୫. ୦୮୪୫୪କଟକ- ଭଦ୍ରକ ସ୍ପେଶିଆଲ
୩୬. ୦୮୪୫୩ ଭଦ୍ରକ-କଟକ ସ୍ପେଶିଆଲ
BREAKING NEWS
- ଘାଟିରେ ଭ୍ୟାନ ଖସିପଡ଼ିବାରୁ କେରଳର ଶିକ୍ଷକଙ୍କ ସମେତ ୯ ଜଣଙ୍କର ମୃତ୍ୟୁ
- ଜାତୀୟ ସିନିୟର ରଗବୀ ସେଭେନ: ଓଡିଶା ମହିଳା ଦଳ ଚାମ୍ପିୟନ
- ଦୁଇ ନିଶା ବ୍ୟବସାୟୀ ଗିରଫ; ୨ ଲକ୍ଷର ବ୍ରାଉନ ସୁଗାର ଜବତ
- Jharkhand Encounter:ଏନକାଉଣ୍ଟରରେ ୧୫ ଲକ୍ଷ ପୁରସ୍କାର ବହନ କରିଥିବା ଶହଦେବ ସମେତ ଚାରି ନକ୍ସଲ ନିହତ
- Women’s Reservation Bill: ବିଲ୍ ପାସ୍ ନହେବା ପରେ ବିରୋଧୀଙ୍କୁ ଅମିତଙ୍କ ଚେତାବନୀ;କହିଲେ-ପ୍ରତ୍ୟେକ ନିର୍ବାଚନରେ ମହିଳାଙ୍କ କ୍ରୋଧର ସମ୍ମୁଖୀନ ହେବ
- ଲୋକସଭାରେ ଫେଲ୍ ମାରିଲା ମହିଳା ସଂରକ୍ଷଣ ବିଲ୍, ଆଉ ୨ ବିଲ୍ ସହ କଣ ହେବ…
- କୋଚଙ୍କ ବିରୋଧରେ ମାନସିକ ଯନ୍ତ୍ରଣା ଅଭିଯୋଗ ଆଣିଲେ ନୀରଜ, ସୁମିତ
- ଛାତ୍ରଙ୍କୁ ପ୍ରଧାନ ଶିକ୍ଷକଙ୍କ ମାଡ଼ ଘଟଣା, ଭିଡିଓ ଭାଇରାଲ ପରେ ଉତ୍ତେଜନା
- School Wall Collapse:ସ୍କୁଲ ପାଚେରୀ ପଡ଼ି ୨ଜଣ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ପ୍ରଧାନଶିକ୍ଷକ ନିଲମ୍ବିତ,ଠିକାଦାରଙ୍କ ନାଁରେ…
- ବିଏନଏସ୍ ଲାଗୁ ହେବାପରେ ବର୍ଷକ ମଧ୍ୟରେ ଏହାର ସୁଫଳ ଅନୁଭୂତ ହୋଇଛି: ଡିଜିପି
Comments are closed.