ନୂଆଦିଲ୍ଲୀ: କ୍ରିକେଟ ସାଉଥ ଆଫ୍ରିକା ସୋମବାର ଭାରତ ବିପକ୍ଷ କ୍ରିକେଟ ସିରିଜ ପାଇଁ ନୂତନ କାର୍ଯ୍ୟସୂଚୀ ଘୋଷଣା କରିଛି । ଓମକ୍ରନ ସଂକ୍ରମିତ ହାର ଦକ୍ଷିଣ ଆଫ୍ରିକାରେ ଅଧିକ ରହୁଥିବାରୁ ସୁରକ୍ଷା ଦୃଷ୍ଟିକୋଣରୁ ଭାରତ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ(୧୭ ଡିସେମ୍ବର)ରେ ପରିବର୍ତନ କରିବା ପାଇଁ ଅନୁରୋଧ କରିଥିଲା । ବର୍ତମାନ ଏହି ସିରିଜ ୧୯ ଜାନୁୟାରୀରୁ ଆରମ୍ଭ ହେବ । ଟି୨୦ ସିରିଜ ଆସନ୍ତା ବର୍ଷ ଆୟୋଜିତ ହେବ ।
କାର୍ଯ୍ୟସୂଚୀ
ଟେଷ୍ଟ ସିରିଜ-ପ୍ରଥମ ଟେଷ୍ଟ: ୨୬ରୁ ୩୦ ଡିସେମ୍ବର(ସେଂଚୁରିଆନ), ଦ୍ୱିତୀୟ ଟେଷ୍ଟ: ୩ରୁ ୭ ଜାନୁୟାରୀ (ଜୋହାନ୍ସବର୍ଗ), ତୃତୀୟ ଟେଷ୍ଟ ୧୧ରୁ ୧୫ ଜାନୁୟାରୀ (କେପଟାଉନ) । ଦିନିକିଆ ସିିରିଜ-ପ୍ରଥମ ଦିନିକିଆ: ଜାନୁୟାରୀ ୧୯(ପର୍ଲ), ଦ୍ୱିତୀୟ ଦିନିକିଆ: ୨୧ ଜାନୁୟାରୀ (ପର୍ଲ), ତୃତୀୟ ଦିନିକିଆ: ୨୩ ଜାନୁୟାରୀ (କେପଟାଉନ) ।
BREAKING NEWS
- ଏଏନ୍ଏମ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍…
- ଡିସେମ୍ବର ୫ରୁ ୧୫; ବିମାନ ବାତିଲ ଉପରେ ମିଳିବ ସମ୍ପୂର୍ଣ୍ଣ ରିଫଣ୍ଡ
- କୋହଲିଙ୍କ ଶତକ ଯୋଗୁ ବୃଦ୍ଧି ହେଲା ଟିକେଟ ବିକ୍ରି
- ରାଜ୍ୟରେ ଖାଲି ପଡିଛି ୧୦୦ ବିଇଓ ପଦବୀ
- Textbooks: ପ୍ରଥମରୁ ଦ୍ୱାଦଶ ଯାଏଁ ପରିବର୍ତ୍ତନ ହେବ ପାଠ୍ୟ ପୁସ୍ତକ…ପିଲା ପଢିବେ ନୂଆ ବହି
- ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ
- ବିମାନ ବାତିଲ ପାଇଁ ହଟହଟା ନବବିବାହିତ; ଭିସିରେ ଯୋଗଦେଲେ…
- ଜାତୀୟ ମୁଦ୍ରାରେ ନେଣଦେଣ କରିବା ଆଡ଼କୁ ଯାଉଛି ଭାରତ-ରୁଷ
- Suspended: ଥାନା ଅଧିକାରୀ ନିଲମ୍ବିତ, ନିକଟରେ ଇନ୍ସପେକ୍ଟରରୁ ଡିଏସପିକୁ ହୋଇଥିଲା ପଦୋନ୍ନତି
- ଶିଶୁକନ୍ୟାକୁ ମାରି ମାଆ ଫେରାର !
Comments are closed.