Latest Odisha News

ମଧ୍ୟପ୍ରଦେଶରେ ସୈଫ-କରୀନାଙ୍କ ପୁଅ କିଏ ପ୍ରଶ୍ନ ପଚାରି ଅଡୁଆରେ ପ୍ରାଇଭେଟ ସ୍କୁଲ

ଭୋପାଳ: ମଧ୍ୟପ୍ରଦେଶର ଖଣ୍ଡୱାର ଏକାଡେମିକ ହାଇଟ୍ସ ପ୍ରାଇଭେଟ ସ୍କୁଲ ସୈଫ ଅଲି ଖାଁ ଓ କରୀନା କାପୁରଙ୍କ ପୁଅ କିଏ ପ୍ରଶ୍ନ ପଚାରି ଅଡୁଆରେ ପଡିଛି । ଅଭିଭାବକ ଏ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ଜିଲା ପ୍ରଶାସନଙ୍କ ନିକଟରେ ଅଭିଯୋଗ କରିଥିଲେ । କଳାକାର ପିଲାମାନଙ୍କ ନାଁ ଜାଣିବା କଣ ଜରୁରୀ ବୋଲି ପ୍ରଶ୍ନ କରିଛନ୍ତି ।

ସାଧାରଣ ଜ୍ଞାନରେ ମହାପୁରଷଙ୍କ ସମ୍ପର୍କୀତ ପ୍ରଶ୍ନ ପିଲାମାନଙ୍କୁ ପଚରାଯାଇଥାଏ । ଜିଲା ଶିକ୍ଷା ଅଧିକାରୀ ସଞ୍ଜୀବ ଭାଲେରାଓ ସ୍କୁଲକୁ କାରଣ ଦର୍ଶାଅ ନୋଟିସ ଜାରୀ କରିଛନ୍ତି । ଏହା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ । ଏହି ଘଟଣା ନେଇ

Comments are closed.