Latest Odisha News

ସିକ୍କିମ ତିଆରି ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାଁରେ ସଡ଼କ

ଗ୍ୟାଙ୍ଗଟକ୍‌: ସିକ୍କିମର ସୋମଗୋ ହ୍ରଦ ଏବଂ ନାଥୁଲା ସୀମାକୁ ରାଜଧାନୀ ଗ୍ୟାଙ୍ଗଟକ ସହିତ ସଂଯୋଗ କରୁଥିବା ଏହି ରାସ୍ତାର ନାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ନାମିତ ହୋଇଛି। ରାଜ୍ୟପାଳ ଗଙ୍ଗା ପ୍ରସାଦଙ୍କ ଦ୍ୱାରା ନୂତନ ଭାବେ ନିର୍ମିତ ଏହି ରାସ୍ତାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଛି।

BjdElectrycity

ନାଥୁଲା ସୀମାକୁ ଗ୍ୟାଙ୍ଗଟକ ସହିତ ସଂଯୋଗ କରୁଥିବା ପୁରୁଣା ମାର୍ଗର ନାମ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ନାମରେ ନାମିତ ହୋଇଛି। ଏହି ରାସ୍ତାର ଲମ୍ବ ୧୯.୫୧ କିଲୋମିଟର ରହିଛି।

ଏହାକୁ ସର୍ବସମ୍ମତି କ୍ରମେ ଅନୁମୋଦନ କରାଯାଇଥିଲା। ଏହି ରାସ୍ତାଟି ବର୍ଡର ରୋଡ୍ ଅର୍ଗାନାଇଜେସନ୍ ଯଥା ବର୍ଡର ରୋଡ୍ ସଂଗଠନ ଦ୍ୱାରା ନିର୍ମାଣ କରାଯାଇଛି।

Leave A Reply

Your email address will not be published.