ବ୍ରହ୍ମପୁର : ତପସ୍ୱିନୀ ଓ ସୁମିତ ମାମାଲାରେ କୋର୍ଟର ରାୟ ଆସିବା ପରେ ଖୁସି ନାହାଁନ୍ତି ଡକ୍ଟର ସୁମିତ । ଏନେଇ ସୁମିତଙ୍କ ଓକିଲ ସୂଚନା ସୂଚନା ଦେଇଛନ୍ତି । ଜିଲ୍ଲା କୋର୍ଟରେ ରାୟ ବିରୋଧରେ ସୁମିତ୍ ହାଇକୋର୍ଟ ଯିବେ ବୋଲି ଜଣାପଡିଛି ।
୪୪ ଦିନ ଧରି ତପସ୍ୱିନୀ ଧାରଣାରେ ବସିବା ପରେ ତପସ୍ୱିନୀ ସୁମିତଙ୍କ ଘରେ ରହିବା ନେଇ ରାୟ ଶୁଣାଇଥିଲେ କୋର୍ଟ । ସେପଟେ କୋର୍ଟରେ ରାୟରେ ତପସ୍ୱିନୀ ଖୁସି ବ୍ୟକ୍ତ କରିଥିବା ବେଳେ ଭଗବାନ ତାଙ୍କ ସହିତ ଅଛନ୍ତି ବୋଲି କହିଛନ୍ତି । ଏବଂ ଶାଶୂ ଘରେ ରହି ସମସ୍ତଙ୍କ ମନକୁ ନେଇ ଚଳିବି ବୋଲି ତପସ୍ୱିନୀ କହିଛନ୍ତି । ହେଲେ ସୁମିତ ଏବେ ହାଇକୋର୍ଟ ଯିବା ପରେ ମାମଲା ଭିନ୍ନ ମୋଡ ନେଇପାରେ ।
BREAKING NEWS
- ଘାଟିରେ ଓଲଟିଲା ବସ୍: ୩ ଗୁରୁତର, ୨୩ ଆହତ
- ରାଜ୍ୟରେ ଉପରମୁହାଁ ତାତି, ୪୦ ଡିଗ୍ରୀ ଟପିବ ତାପମାତ୍ରା
- ନିଆରା ଢଙ୍ଗରେ ଚା’ ପିଇ ପ୍ରତିବାଦ କଲେ କଂଗ୍ରେସ ବିଧାୟକ
- ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦରେ ବିଧାନସଭା ଘେରାଉ କରିବ କଂଗ୍ରେସ
- ଇଣ୍ଡିଆ ଭଳି ଆମେରିକାର ନିର୍ବାଚନ ପ୍ରକ୍ରିୟା ଚାହୁଁଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
- ପୋଲିସରେ ଚାକିରି ପାଇଁ ନିଯୁକ୍ତି, ଦଲାଲଙ୍କୁ ଦେଖିଲେ ଖବର ଦେବାକୁ ସରକାରଙ୍କ ନିର୍ଦ୍ଦେଶ
- ଓଡ଼ିଶା ଉପକୂଳରୁ ସ୍ୱଦେଶୀ ଭିଏଲ-ଏସଆର-ଏସଏଏମ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ
- ବିଧାନସଭାରେ ବାଦିପାଲା: ବିରୋଧୀଙ୍କ ଆଚରଣକୁ ନିନ୍ଦା କଲେ ବାଚସ୍ପତି
- ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠିରେ ଖର୍ଚ୍ଚ ହେବ ୫୦ କୋଟି
- ସ୍କୁଲ ପିଲାଙ୍କୁ ମିଳିବ ପୁଷ୍ଟିକର ଯୁକ୍ତ ଲଡ଼ୁ, ଘୋଷଣା କଲେ ମୋହନ ସରକାର
Comments are closed.