ଭୁବନେଶ୍ୱର :କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ଟୁଇଟ କରି ସେ ସୂଚନା ଦେଇଛନ୍ତି । ମୋର କରୋନା ପଜିଟିଭ ବାହାରିବା ପରେ ମୁଁ ହୋମ ଆଇସୋଲେସନରେ ଅଛି । ମୋ ସଂସ୍ପର୍ଶରେ ଯେଉଁମାନେ ଆଶିଛନ୍ତି ସେମାନେ କରୋନା ଟେଷ୍ଟ କରିବା ସହ ଆଇସୋଲେସନରେ ରହିବାକୁ ସପ୍ତଗିରି ଉଲ୍ଲାକା ଅନୁରୋଧ କରିଛନ୍ତି ।ଅନ୍ୟପଟେ ସେ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଜଗନ୍ନାଥଙ୍କ ନିକଟରେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
BREAKING NEWS
- ଶପଥ ନେବେ ଦେବେନ୍ଦ୍ର ଫଡ୍ନାବିସ୍, ଉତ୍ସବରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଆଜି ଉତକ୍ଷେପଣ ହେବ ପ୍ରୋବା-୩, ଏହି କାରଣରୁ ଘୁଞ୍ଚିଥିଲା ଲଞ୍ଚ ତାରିଖ
- ଏହି ତାରିଖରେ ଆସିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା…
- ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଆଜି ସ୍ଥାପନ ହେଲା ଶୁଭ ସ୍ତମ୍ଭ
- ରାଜ୍ୟରେ ଅଛନ୍ତି ୨୩୦୪୦୩ ଷଣ୍ଢ: ପ୍ରାଣୀ ସମ୍ପଦ ମନ୍ତ୍ରୀ
- କୋଭିଡ୍, ମଙ୍କିପକ୍ସ ଓ ମାରବର୍ଗ : କେଉଁଟି ଅଧିକ ଭୟଙ୍କର ?
- ଲଣ୍ଡନରେ ପଢା ସରିବା ପରେ ସାରାଙ୍କ କାନ୍ଧରେ ବଡ ଦାୟିତ୍ବ, ସଚିନ ଜଣାଇଲେ ଅଭିନନ୍ଦନ
- ବିଦ୍ୟୁତ କମ୍ପାନୀ ଉପରେ ୬,୫୮୭ କୋଟି ଟଙ୍କା ବାକି: ମନ୍ତ୍ରୀ
- ଜୟ ଶାହଙ୍କ ସ୍ଥାନରେ କିଏ ହେବେ ବିସିସିଆଇ ସେକ୍ରେଟାରୀ
- ପଣସ ଚାଷ ଓ କଞ୍ଚା ପଣସରୁ ପ୍ରସ୍ତୁତ ଉତ୍ପାଦନ ହେବ ବଜାରୀକରଣ, ୨ କମ୍ପାନୀ ସହ ଏମଓୟୁ ସ୍ଵାକ୍ଷରିତ
Comments are closed.