ଭୁବନେଶ୍ୱର :ରାଜଧାନୀରେ ପୁଣି ମାତିଛନ୍ତି ସାଇବର ଠକ ।ସାଇବର ଲୁଟେରା ମାନେ ପୋଲିସ ଅଫିସରଙ୍କ ପତ୍ନୀଙ୍କ ଆକାଉଣ୍ଟରୁ ୪୮ ହଜାର ଟଙ୍କା ଲୁଟି ନେଇଥିବା ହୋଇଥିବା ଅଭିଯୋଗ ହୋଇଛି । କ୍ରାଇମବ୍ୟୁରୋ ସବ ଇନିସ୍ପେକ୍ଟର ବିଜୟ ମହାଳୀଙ୍କ ସ୍ତ୍ରୀଙ୍କ ଆକାଉଣ୍ଟରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଭୁବନେଶ୍ୱର ସାଇବର ଥାନାରେ ବିଜୟ ମହାଳୀ ଅଭିଯୋଗ କରିଛନ୍ତି ।ରାଜ୍ୟରେ ଦିନକୁ ଦିନ ସାଇବର କ୍ରାଇମ ବୃଦ୍ଧି ପାଉଥିବା ବେଳେ । ସାଇବର କ୍ରାଇମର ମାଷ୍ଟର ମାଇଣ୍ଡ କିଏ ପୋଲସ ତଦନ୍ତ ଜାରି ରଖିଛିା
BREAKING NEWS
- ଜଳବନ୍ଦୀ ଅଞ୍ଚଳରେ ସାପ କାମୁଡ଼ା ଘଟଣା ବୃଦ୍ଧି;ଏଯାଏଁ ୯୬ ସାପ କାମୁଡ଼ା ମାମଲା ସାମ୍ନାକୁ ଆସିଛି
- ହୀରାକୁଦର ଆଉ ୪ଟି ଗେଟ୍ ବନ୍ଦ, ବର୍ତ୍ତମାନ ୧୩ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ
- ମହାକାଶରେ ବଢ଼ୁଛି ଆବର୍ଜନା: ପ୍ରତି ସପ୍ତାହରେ ପୃଥିବୀ ପୃଷ୍ଠରେ ଖସୁଛି ଏକ ଟନ୍ରୁ ଅଧିକ ମଳିନ ବସ୍ତୁ
- ଅଷ୍ଟ୍ରେଲିଆ କ୍ରିକେଟର ରେକର୍ଡ ଟେଷ୍ଟ ସିଜନ୍: ୧୨ ମାସରେ ଖେଳିବ ୨୦ ଟେଷ୍ଟ !
- ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ୧୧୦ କୋଟି ଟଙ୍କାର ରିଲିଫ୍ ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ପରଲୋକରେ ସୁପ୍ରସିଦ୍ଧ ପାଲା ଗାୟକ ଶେଖର ଜଗନ୍ନାଥ ବେହେରା;ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ
- ପ୍ରଧାନମନ୍ତ୍ରୀଙ୍କ ଭିଡିଓ ହଟାଇବା ମେଟାକୁ ପଡ଼ିଲା ମହଙ୍ଗା: କ୍ଷମାପ୍ରାର୍ଥନା ଅଗ୍ରାହ୍ୟ କଲା ସଂସଦୀୟ କମିଟି, କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି
- ଅଗଷ୍ଟ ୫ରେ କର୍କଟ ରାଶିକୁ ଚଳନ କରିବେ ଗ୍ରହରାଜ ବୁଧ: ଜାଣନ୍ତୁ ସମସ୍ତ ରାଶି ଉପରେ ଏହାର ପ୍ରଭାବ ଓ ପ୍ରତିକାର
- ଦୁଲୀପ ଟ୍ରଫି ୨୦୨୬: ଘୋଷଣା ହେଲା ସମସ୍ତ ଜୋନର ଦଳ, ଓହ୍ଲାଇବେ ଅନେକ ତାରକା ଖେଳାଳି
- ବୃଜଭୂଷଣ ଖଲାସ: କ୍ଷୋଭ ପ୍ରକାଶ କଲେ ଭିନେଶ
Comments are closed.