ଭୁବନେଶ୍ୱର : ଚଳିତ ମାସ ୮ ତାରିଖରୁ ଖୋଲିବ ପ୍ଲାନେଟାରିୟମ୍ । ଭୁବନେଶ୍ୱର ପ୍ଲାନେଟାରିୟମ୍ ୮ ତାରିଖରୁ ଖୋଲିବ ବୋଲି ଜଣାପଡିଛି ।ଏବଂ ଖଣ୍ଡପଡା ଠାରେ ଥିବା ପଠାଣି ସାମନ୍ତ ସଂଗ୍ରହାଳୟ ଫେବୃଆରୀ ୮ ରୁ ଜନସାଧାରଣଙ୍କ ପାଇଁ ଖୋଲା ରହିବ। ଏହି ପ୍ଲାନିଟରିୟମ୍ ୫୦ ପ୍ରତିଶତ ଦର୍ଶକଙ୍କୁ ସୋ ଦେଖିବାକୁ ଅନୁମତି ମିଳିବ । ପ୍ଲାନିଟରିୟମ୍ ଆସୁଥିବା ଦର୍ଶକ କୋଭିଡ ନିୟମ ମାନିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିଛି ।ଏନେଇ ପଠାଣି ସାମନ୍ତ ପ୍ଲାନେଟାରିୟମ ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ପ୍ରକାଶ କରିଛନ୍ତି ।ବୁର୍ଲା ଡ ଏପିଜେ ଅବଦୁଲ କଲାମ ପ୍ଲାନେଟୋରିୟମ୍ ମଧ୍ୟ ୮ ତାରିଖରୁ ଖୋଲିବ। ସୂଚନା ଅନୁସାରେ ରାଜ୍ୟରେ କୋରନା ସଂକ୍ରମଣ ବଢୁଥିବାରୁ ଦର୍ଶକଙ୍କ ପାଇଁ ବନ୍ଦ ରହିଥିଲା ପ୍ଲାନେଟୋରିୟମ୍ ।ହେଲେ ଏବେ ସ୍ଥିତି ସୁଧାର ଆସିବା ପରେ ଖୋଲିବ ପ୍ଲାନେଟୋରିୟମ୍।
BREAKING NEWS
- Odisha Orangutan Rescue:ବିଦେଶୀ ବନ୍ୟପ୍ରାଣୀଙ୍କ ଅବୈଧ ଚାଲଣ ପାଇଁ ଓଡ଼ିଶାକୁ ଟ୍ରାଞ୍ଜିଟ୍ ପଥ ହେବାକୁ ଦିଆଯିବ ନାହିଁ: ମୁଖ୍ୟମନ୍ତ୍ରୀ
- ଏଥର ଆଗୁଆ ଆସିପାରେ ଖରାଦିନ, ଶୀଘ୍ର ସମାପ୍ତ ହୋଇପାରେ ମୌସୁମୀ: ପ୍ରସ୍ତୁତି ହେଲେଣି ରାଜ୍ୟ ସରକାର
- ଓରାଙ୍ଗ ଉଟାନ ଚାଲାଣରେ ସମ୍ପୃକ୍ତି ଥିବା ବ୍ୟକ୍ତି ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ: ନେସନାଲ ଜୁ ଅଥରିଟିକୁ ଚିଠି
- ଟି ସର୍ଟ ମାଧ୍ୟମରେ ଅଗରକରଙ୍କୁ ଟାର୍ଗେଟ କରିଛନ୍ତି କି ରୋହିତ
- Operation Anweshan:ଓଡ଼ିଶା ପୋଲିସକୁ ବଡ ସଫଳତା;୧୦୧ ଶିଶୁ ଉଦ୍ଧାର,ସର୍ବାଧିକ ୩୦ ଶିଶୁ ପଶ୍ଚିମବଙ୍ଗରୁ…
- ପ୍ରଶଂସକଙ୍କୁ ନିରାଶ କରିଛି ବିଶ୍ୱକପ ଖେଳିବା ନେଇ ରୋହିତଙ୍କ ବୟାନ
- ଭାରତରେ କାହିଁକି ଶସ୍ତା ହେଉନି ଆପଲ୍ ଫୋନ୍?
- ଦୀର୍ଘ ୧୪ ବର୍ଷ ପରେ ଦୁଲୀପ ଟ୍ରଫି ଚାମ୍ପିୟନ୍ ହେଲା ଇଷ୍ଟ ଜୋନ୍
- ପାକିସ୍ତାନକୁ ୧୯-୦ ଗୋଲରେ ପରାସ୍ତ କରି ସେମିଫାଇନାଲରେ ଭାରତ
- ନବୋଦୟ ବିଦ୍ୟାଳୟ ଶିକ୍ଷକଙ୍କ ମାଡ଼ରେ ଭାଙ୍ଗିଗଲା ଛାତ୍ରଙ୍କ ଦାନ୍ତ; ଚିକିତ୍ସାଳୟରେ ଭର୍ତ୍ତି

Comments are closed.