ଢେଙ୍କାନାଳ :ଆଜି ପବିତ୍ର ମହାଶିବ ରାତ୍ରୀ ।ଏନେଇ ସମସ୍ତ ଶୈବପୀଠ ଗୁଡିକ ଚଳଚଞ୍ଚଳ ହୋଇ ପଡିଛି । ଶଙ୍ଖ ହୁଳ ହୁଳିରେ କମ୍ପୁଛି ପରିବେଶ । ସକାଳୁ ସକାଳୁ ବାବାଙ୍କ ଦର୍ଶନ ପୀଠରେ ଭିଡ ଜମିଛି । ଭୋର ୪ଟା୨୦ରେ ଉଠିବ ମହାଦୀପ । ସମସ୍ତ ରୀତୀନୀତି ଅନୁସାରେ ପୂଜାର୍ଚ୍ଚନା ଚାଲିଛି। । ତେବେ କରୋନା କଟକଣା ଯୋଗୁଁ ବାହାର ରାଜ୍ୟର ଆସୁଥିବା ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି । ୬୦ରୁ ଉର୍ଦ୍ଦ ବୟସ୍କ ଶିଶୁଙ୍କୁ କପିଳାଶ ଯିବା ବାରଣ କରାଯାଇଛି ।ଏହା ସହ ବାବାଙ୍କ ଦର୍ଶନ ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ କରାଯାଇଛି । ମନ୍ଦିର ପରିବେଶ ସାଜସଜା କରାଯାଇଛି ।
BREAKING NEWS
- ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେତାନ୍ୟାହୁଙ୍କ ପ୍ରଶଂସା
- IND vs PAK: ଏହି ମାମଲାରେ ଧୋନି ଆଉ ପନ୍ତଙ୍କୁ ପଛରେ ପକାଇ ପ୍ରଥମ ଭାରତୀୟ କ୍ରିକେଟର ହେଲେ ଇଶାନ କିଶନ
- IND vs PAK: ୱାସିମ ଆକ୍ରମଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା, କ୍ଷୋଭ ପ୍ରକାଶ କଲେ ଦେଶବାସୀ..
- ଭାରତ ବିଶ୍ୱର ସବୁଠାରୁ ସଫଳ ଉଦୀୟମାନ ଅର୍ଥନୀତି, ଏଆଇ ସମ୍ମିଳନୀ ପୂର୍ବରୁ ଏପରି କହିଲେ ଜାତିସଂଘ ମୁଖ୍ୟ
- ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳପଥ ଟନେଲ୍ ୭ରେ ଆଧୁନିକ ସୁରକ୍ଷା ପ୍ରଣାଳୀ ସ୍ଥାପନ କଲା ପୂର୍ବ ତଟ ରେଳପଥ
- Fake Mao Poster: ରାୟଗଡାରେ ନକଲି ମାଓପୋଷ୍ଟର ମାମଲା; ଦୁଇ ଗିରଫ
- ଭାଲେଣ୍ଟାଇନ୍ ଡେ’ରେ ରାତି ତମାମ ଖୋଲାଥିଲା ବାର, ରେଡ୍ ବେଳେ ହରଡଘଣାରେ ଅବକାରୀ ବିଭାଗ
- ଏହି ମୁସଲିମ ଦେଶରେ ଅଛି ବିଶ୍ୱର ସବୁଠାରୁ ବଡ଼ ଶିବ ମନ୍ଦିର, କିଏ ତିଆରି କରିଥିଲେ ଜାଣନ୍ତି କି?
- ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ ପଠାଇଲା ବାଂଲାଦେଶ
- Geeta Pattnaik: ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ
Comments are closed.