ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡ଼ି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ୬୩୯୩୯ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି । ସୁରେଶ ପୂଜାରୀ ସମୁଦାୟ ୫୮୧୨୪୫ ଭୋଟ୍ ପାଇଥିବାବେଳେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ମିଳିଛି ୫୧୭୩୦୬ଟି ଭୋଟ୍ । କଂଗ୍ରେସ ପ୍ରାର୍ଥୀ ପ୍ରଦୀପ କୁମାର ଦେବତା ୧୦୯୪୧୭ଟି ଭୋଟ୍ ପାଇ ତୃତୀୟ ସ୍ଥାନରେ ଅଛନ୍ତି ।
BREAKING NEWS
- ଆହୁରି ୫ ଦିନ ଯାଏଁ ଅସହ୍ୟ ତାତି:ପ୍ରବଳ ଗ୍ରୀଷ୍ମପ୍ରବାହ ପାଇଁ ଆଜି ୧୩ ଜିଲ୍ଳାକୁ ରେଡ ଆଲର୍ଟ ଜାରି
- ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ପତିତ ଉଦ୍ଧାର
- ତପ୍ତପାଣି ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା, ୧୨ ଆହତ
- ଆଜି ଓଡ଼ିଶା ଆସୁଛନ୍ତି ଦୁଇ ଜାତୀୟ ଦଳର ହେଭିୱେଟ୍ ନେତା
- ଆସନ୍ତା ୩୦ରେ ହିଞ୍ଜିଳି ଆସନ ପାଇଁ ନାମାଙ୍କନ ଭରିବେ ବିଜେଡି ସୁପ୍ରିମୋ
- ବିଶ୍ୱାସ ନ ହେଲେ ବି ସତ୍ୟ, ଏଠାରେ ହେଉଛି ସୁନାର ବର୍ଷା
- ସାପ କାମୁଡାରେ ପୁଅର ମୃତ୍ୟୁ ପରେ ହୃଦଘାତରେ ଚାଲିଗଲା ମା’ର ଜୀବନ
- ବୟସ ଲୁଚାଇବାକୁ ଯାଇ ଏଚଆଇଭି ସଂକ୍ରମିତ ହେଲେ ୩ଜଣ ମହିଳା
- କଳାହାଣ୍ଡି ଲୋକସଭା କ୍ଷେତ୍ରରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର, କହିଲେ, ‘ଓଡିଶାରେ ସବୁବେଳେ ନବୀନବାବୁଙ୍କ ଇଞ୍ଜିନ ହିଁ ଚାଲିବ’
- କାର୍-ବୋଲେରୋ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ ଗୁରୁତର