ମାହାଙ୍ଗା : ବେଆଇନ ଗୋଚାଲଣ କରିବା ମହଙ୍ଗା ପଡିଲା । ଗୁରୁବାର ବିଳମ୍ବିତ ରାତିରେ ମାହାଙ୍ଗା ବାଲିଚନ୍ଦ୍ରପୁର ନଳିପୁର ଜାତୀୟ ରାଜପଥ ନିକଟରୁ ୫୦ରୁ ଅଧିକ ଗୋରୁ ଉଦ୍ଧାର ହୋଇଛନ୍ତି । ବେଆଇନ ଗୋ ଚାଲାଣ ମାମଲାରେ ଡ୍ରାଇଭର ସମେତ ୪ ଜଣଙ୍କୁ ଗିରଫ କରିଛି ପୋଲିସ ।ଉଦ୍ଧାର ହୋଇଥିବା ଗୋରୁଙ୍କୁ ମାହାଙ୍ଗା ସ୍ଥିତ ଏକ ଗୋ ଶାଳାରେ ରଖାଯାଇଛି । ତେବେଗୋରୁ ଚାଲଣ ଗ୍ୟାଙ୍ଗରେ ଆଉ କେଉଁ କେଉଁ ମାନେ ସଂପୃକ୍ତ ଅଛନ୍ତି ପୋଲିସ ତଦନ୍ତ ଜାରି ରଖିିଛି ।
BREAKING NEWS
- ଗିଲଙ୍କ ଶତକ, ତୃତୀୟ ଥର ପାଇଁ ଗୁଜରାଟ ଫାଇନାଲରେ
- ବିଷାକ୍ତ ମଦ ପିଇ ୧୫ ଜଣଙ୍କର ମୃତ୍ୟୁ, ଅନେକ ଗୁରୁତର
- ଭାରତକୁ ସବଷ୍ଟ୍ରେଟ୍ ଉତ୍ପାଦନ ପ୍ରଯୁକ୍ତି ଆଣିବାକୁ ଓଡ଼ିଶା ସରକାର ଏବଂ ଇଣ୍ଟେଲ୍ ଓ ୩ ଡିଜିଏସ୍ ମଧ୍ୟରେ ବୁଝାମଣାପତ୍ର ସ୍ଵାକ୍ଷରିତ
- ପୂନର୍ବାର ଶତକ ସୁଯୋଗ ହାତଛଡା କଲେ ବୈଭବ
- ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ: ପୋଲିସ କମିଶନରଙ୍କୁ ରିପୋର୍ଟ ମାଗିଲେ ଡିଜିପି
- ରିଲିଜ୍ ପୂର୍ବରୁ ବିବାଦରେ ‘ହୈ ଜୱାନି ତୋ ଇଶ୍କ ହୋନା ହୈ’, ନିର୍ମାତାଙ୍କ ବିରୋଧରେ ୪୦୦ କୋଟିର ମାମଲା ଦାୟର
- କୋଇଲା ବୋଝେଇ ଟ୍ରେନ୍ରେ ନିଆଁ
- ଉପରାଷ୍ଟ୍ରପତିଙ୍କ ଦ୍ୱାରା ପାଞ୍ଚଟି ଜାତୀୟ ପ୍ରୟାସର ଶୁଭାରମ୍ଭ; ଦ ଆର୍ଟ ଅଫ ଲିଭିଙ୍ଗର ୪୫ ବର୍ଷ ପୂର୍ତ୍ତି ଅବସରରେ ସ୍ମାରକ ଡାକ ଟିକେଟ୍ ଉନ୍ମୋଚନ
- ୫୦୦ରୁ ଊର୍ଦ୍ଧ୍ୱ ପ୍ରଜାତିର ସବୁଜିମାରେ ଖେଳାଯାଉଛି ଫ୍ରେଂଚ ଓପନ
- ଡିଫଲ୍ଟର ଓମଫେଡ ଡିଲରଙ୍କୁ ଆଉ ତ୍ରାହି ନାହିଁ, ୭ ଦିନରେ ବକେୟା ନଦେଲେ ରଦ୍ଦ ହେବ ଲାଇସେନ୍ସ…
Comments are closed.