Latest Odisha News

BREAKING NEWS

ପାଣ୍ଡବ ବେହେରାଙ୍କ ଇଂରାଜୀ ପୁସ୍ତକ ‘ଜର୍ଣ୍ଣିଇଙ୍ଗ ଇନ୍ ଏ ଗ୍ରୀନ ଫ୍ଲାଇଟ’ ଉନ୍ମୋଚିତ

ଭୁବନେଶ୍ୱର : ଶିକ୍ଷାସନ୍ଧାନ ଆନୁକୂଲ୍ୟରେ ଅବସର ପ୍ରାପ୍ତ ଅତିରିକ୍ତ ଅଧ୍ୟକ୍ଷ ପାଣ୍ଡବ ବେହେରାଙ୍କ ଇଂରାଜୀ ପୁସ୍ତକ ‘ଜର୍ଣ୍ଣିଇଙ୍ଗ ଇନ୍ ଏ ଗ୍ରୀନ ଫ୍ଲାଇଟ’ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଉନ୍ମୋଚିତ ହୋଇଯାଇଛି।

ସରୋଜ ମିଶ୍ରଙ୍କ ପ୍ରାରମ୍ଭିକ ସୂଚନାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅରବିନ୍ଦ ବେହେରା, ଭାଗିରଥି ବେହେରା ଏବଂ ଯତୀନ୍ଦ୍ର କୁମାର ନାୟକ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ। ସଭା ଶେଷରେ ଲେଖକ ଶ୍ରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.