Latest Odisha News

BREAKING NEWS

ମାନସ ସ୍ବାଇଁ ହତ୍ୟା ମାମଲା, ଜେଲ୍‌ରେ ଅଭିଯୁକ୍ତଙ୍କୁ ହେବ ଜେରା

ଭଦ୍ରକ : କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା । ଆଜି କ୍ରାଇମବ୍ରାଞ୍ଚ ଟିମ୍ ଭଦ୍ରକ ଉପକାରାଗାରରେ ଭାଗ୍ୟଧର ଓ ବିବେକକୁ ପଚରାଉଚରା କର । ଏଥିପାଇଁ ଚାନ୍ଦବାଲି କୋର୍ଟ ଅନୁମତି ପ୍ରଦାନ କରିଛନ୍ତି ।

ସେହିପରି କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ କଳ୍ପନା ସାହୁଙ୍କ ନେତୃତ୍ୱରେ ଜେଲକୁ ଯିବ ଏକ ଟିମ୍ । ଅଭିଯୁକ୍ତ ମାନଙ୍କ ଟିଆଇ ପରେଡ ପାଇଁ ଅନୁମତି ଲୋଡିଛି କ୍ରାଇମବ୍ରାଞ୍ଚ । ଅନୁମତି ମିଳିବା ପରେ ଶର୍ମିଷ୍ଠାଙ୍କୁ ଛାଡି ଅନ୍ୟ ୫ ଜଣଙ୍କର ହେବ ଟିଆଇ ପରେଡ । ମାନସ ହତ୍ୟାକାଣ୍ଡ ମାମଲାରେ ସମୁଦାୟ ୮ ଜଣ ଗିରଫ ହୋଇ ଜେଲରେ ଅଛନ୍ତି ।

Leave A Reply

Your email address will not be published.