ପୁରୀ : ଶ୍ରୀମନ୍ଦିରରେ ଘଟିଛି ବଡ଼ ଅଘଟଣ। ଗୁମୁଟରୁ ପଡ଼ି ଜଣେ ମହିଳାଙ୍କର ମୃତ୍ୟୁ ହୋଇଯାଇଛି। ମହିଳା ଶ୍ରଦ୍ଧାଳୁ ଜଣକ ପୁରୀ ଦର୍ଶନ କରିବାକୁ ଆସିଥିବା ବେଳେ ଦର୍ଶନ ସମୟରେ ଏହି ଅଘଟଣ ଘଟିଛି। ଗୁମୁଟରୁ ପଡ଼ିଯାଇଥିବା ବେଳେ ମହିଳା ଶ୍ରଦ୍ଧାଳୁଙ୍କ ମୁଣ୍ଡରେ ଆଘାତ ଲାଗିଛି। ମୁଣ୍ଡରୁ ଅତ୍ୟଧିକ ରକ୍ତ ଶ୍ରାବ ହେବ।।ରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମହିଳା ଜଣକ କିଛି ଦିନ ଆସି ପୁରୀରେ ବୁଲାବୁଲି କରୁଥିଲେ।
BREAKING NEWS
- VB–G RAM G କଣ ? ବିରୋଧୀଙ୍କ ହଟ୍ଟଗୋଳ ଭିତରେ ବିଲ୍ ପାରିତ
- ମେସିଙ୍କ ଗସ୍ତ…. ପ୍ରମାଣିତ ହେଲା ଭାରତୀୟ ଫୁଟବଲ ଏବେ ଆଇସିୟୁରେ
- ୫ମ ଟି୨୦: ବିଜୟ ସହ ସିରିଜ ହାତେଇବା ଲକ୍ଷ୍ୟରେ ଭାରତ, ସୂର୍ଯ୍ୟକୁମାରଙ୍କ ଉପରେ ରହିବ ନଜର
- ଆତ୍ମସମର୍ପଣ କଲା ୧୫ ବର୍ଷୀୟ ମାଓବାଦୀ…
- ଥରୁଛି ଓଡ଼ିଶା, ଦାମନଯୋଡିରେ ସର୍ବନିମ୍ନ ୨.୯°c ତାପମାତ୍ରା
- ଆଶେସ ସିିରିଜ: ଅଷ୍ଟ୍ରେଲିଆ ସ୍କୋରଠାରୁ ୧୫୮ ରନ ପଛରେ ଇଂଲଣ୍ଡ
- ପାରିବାରିକ କଳହର କରୁଣ ପରିଣତି…ଶାଶୁକୁ ହତ୍ୟା କଲା ବୋହୂ
- Best Woman Parliamentarian Award: ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କୁ ମିଳିଲା ଶ୍ରେଷ୍ଠ ମହିଳା ସାଂସଦ ପୁରସ୍କାର
- AI-based Digital Toll: ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା; ଏଣିକି ଟୋଲ୍ ଟ୍ୟାକ୍ସ ଆଦାୟ କରିବ AI
- Sculptor Ram Sutar passes away: ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ର ନିର୍ମାତା ରାମ ସୂତାରଙ୍କ ପରଲୋକ; ଶୋକପ୍ରକାଶ କଲେ ମୋଦୀ
Comments are closed.