ଜୟପୁର : କୂଅ ଭିତରୁ ଉଦ୍ଧାର ହେଲେ ବୃଦ୍ଧ। କୂଅ ନିକଟରେ ବ୍ରସ କରୁଥିବା ସମୟରେ ଅସାବଧାନତା ଯୋଗୁ ଗୋଡ ଖସିଯାଇଥିଲା । ଆଉ ବୃଦ୍ଧ ଜଣକ କୂଅ ଭିତରକୁ ଖସିପଡ଼ିଥିଲେ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ଜୟପୁର ଉମୁରି ଗାାଁରେ। ବୃଦ୍ଧଜଣକ ହେଉଛନ୍ତି ରୂପଧର ହାଲବା। ରୂପଧର କୂଅରେ ପଡିଯାଇଥିବା ବେଳ କୂଅଟି ବେଶ ଗଭୀର ଥିବାରୁ ତାଙ୍କୁ ଉଦ୍ଧାର କରିବା ସମ୍ଭବପର ନଥିଲା। ଏନେଇ ସ୍ଥାନୀୟ ଲୋକ ମାନେ ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ଦୀର୍ଘ ସମୟ କସରତ ପରେ କୂଅ ଭିତରୁ ବୃଦ୍ଧା ଜଣଙ୍କୁ ଉଦ୍ଧାର କରାଯାଇଛି।
ତାଙ୍କର ରକ୍ତଚାପ ଥିବାରୁ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ଶେଷରେ ତାଙ୍କୁ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କର ଅବସ୍ଥା ସୁସ୍ଥ ରହିଥିବା ଜଣାପଡ଼ିଛି।
BREAKING NEWS
- ରାୟଗଡ଼ା ଭିଡ଼ ହିଂସା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ, ୨୪ ଛୁଇଁଲା ଗିରଫ ସଂଖ୍ୟା
- ରଥ କର୍ଡନ୍ ଭିତରକୁ ଗଲେ ତଡ଼ିବ ପୋଲିସ୍! ଆଉ ବଣ୍ଟା ହେବନି ଅତିରିକ୍ତ ପାସ୍, ଶୃଙ୍ଖଳିତ ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆକ୍ସନ୍
- ଜାତୀୟ ସ୍ତରରେ ଚମକିଲା ଏମ୍ସ ଭୁବନେଶ୍ୱର: ଦେଶର ଶ୍ରେଷ୍ଠ ୧୦ ମେଡିକାଲ୍ କଲେଜ୍ ତାଲିକାରେ ସାମିଲ
- ମଣିପୁରରେ ଉଗ୍ରବାଦୀ ବିରୋଧୀ ଅଭିଯାନ ଜାରି: ୨୪ ଘଣ୍ଟାରେ ୧୦ ଗିରଫ; ଅସ୍ତ୍ରଶସ୍ତ୍ର, ଗଞ୍ଜେଇ ଜବତ
- ଜିମ୍ବାୱେ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ, ସଞ୍ଜୁ ବିଦା
- ଅନଲାଇନ୍ ପାର୍ସଲ୍ ଖୋଲିବା ମାତ୍ରେ ଉଡ଼ିଗଲା ହୋସ୍! ସ୍ପିକର୍ ବଦଳରେ ବକ୍ସରୁ ବାହାରିଲା ମାଟି ପଥର
- ଭୋଟର ତାଲିକାରୁ ଗାଏବ୍ ହେଲାଣି ୨୦ ଲକ୍ଷରୁ ଅଧିକ ନାମ! ଆପଣଙ୍କ ନାମ ସୁରକ୍ଷିତ ଅଛି ତ?
- ଦିନିକିଆ ବିଶ୍ୱକପ ପୂର୍ବରୁ ଖେଳାଯିବ ଏସିଆ କପ କ୍ରିକେଟ
- ଅଳ୍ପକେ ବର୍ତ୍ତିଲେ କୁନି କୁନି ଛାତ୍ରଛାତ୍ରୀ: କାଦୁଅରେ ଫସିଲା ଆଦର୍ଶ ବିଦ୍ୟାଳୟ ବସ୍, ଟଳିଲା ବଡ଼ ଧରଣର ବିପଦ
- ଭାଇରାଲ୍ ଇ-ରିକ୍ସା ହ୍ୟାକିଂ ଭିଡିଓ ଖୋଲିଦେଲା ପୋଲ୍, ଦେଶର ସାଇବର ସୁରକ୍ଷା ବ୍ୟବସ୍ଥା ନେଇ ବଢ଼ିଲା ଚିନ୍ତା!
Comments are closed.