ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାର ପୁରୁଷ ହକି ସେମିଫାଇନାଲରେ ଭାରତ ପ୍ରବେଶ କରି ପଦକ ଆଶା ଉଜ୍ଜୀବିତ କରିଛି । ଗୁରୁବାର ଅନୁଷ୍ଠିତ ମୁକାବିଲାରେ ଭାରତ ୪-୧ ଗୋଲରେ ୱେଲ୍ସକୁ ପରାସ୍ତ କରିଥିଲା । ଏଥିସହ ଭାରତର ପଂଏଟ ୧୦ ହୋଇଛି । ଜବରଦସ୍ତ ଫର୍ମରେ ଥିବା ହରମନପ୍ରୀତ ସିଂ ହ୍ୟାଟ୍ରିକ ଗୋଲ ସ୍କୋର କରିଥିବା ବେଳେ ଗୁରୁଜନ୍ତ ସିଂ ୪ର୍ଥ ଗୋଲଟି ଦେଇଥିଲେ । ହରମନପ୍ରୀତ ଏହି ଟୁର୍ଣ୍ଣାମେଂଟରେ ଏ ପର୍ଯ୍ୟନ୍ତ ୯ଟି ଗୋଲ ସ୍କୋର କରି ସାରିଛନ୍ତି । ୱେଲ୍ସ ପକ୍ଷରୁ ଏକମାତ୍ର ଗୋଲଟି ଗାରେଥ ଫର୍ଲଙ୍ଗ ସ୍କୋର କରିଥିଲେ ।
ବକ୍ସିଂ: ବକ୍ସିଂରେ ଭାରତୀୟ ପ୍ରତିଯୋଗୀମାନେ ୩ଟି ପଦକ ନିଶ୍ଚିତ କରିଛନ୍ତି । ୬୦ କେଜି ବିଭାଗରେ ଜୈସ୍ମିନ ନ୍ୟୁଜିଲାଣ୍ଡର ଟୋରୀ ଗ୍ରାଂଟନଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ସେହିପରି ଅମିତ ଫଙ୍ଗଲ ଓ ସାଗର ଅହଲାୱତ ମଧ୍ୟ ନିଜ ନିଜ କାଟାଗୋରୀର ସେମିକୁ ଉନ୍ନୀତ ହୋଇଛନ୍ତି । ଫଳରେ ଏହି ୩ ବକ୍ସର ଅତି କମରେ ବ୍ରୋଞ୍ଜ ପଦକ ହାସଲ କରିବେ ।
BREAKING NEWS
- Bank unions defer 3-day:ବ୍ୟାଙ୍କ ଧର୍ମଘଟ ପ୍ରତ୍ୟାହାର ; IBA ଏବଂ UFBU ମଧ୍ୟରେ ବୈଠକ ପରେ ନିଷ୍ପତ୍ତି
- ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ମାରି ଜାଳିଦେଲେ!
- ମହାନଦୀରେ ବଢୁଛି ବନ୍ୟା ଭୟ: ବଡ଼ମ୍ବା ଭଟ୍ଟାରିକା ପୀଠରେ ୧୬୩ ଧାରା ଲାଗୁ, ମନ୍ଦିର ଛୁଇଁଲା ବନ୍ୟାଜଳ
- ଅତିଭୌତିକ ଗଳ୍ପ‘ଇନ୍ଦ୍ରଜାଲ’ ପୁସ୍ତକ ଉନ୍ମୋଚନ
- ବିବାହର ୪ ବର୍ଷ ପରେ ଜାସ୍ମିନ ମାଝୀଙ୍କ ସନ୍ଦେହଜନକ ମୃତ୍ୟୁ: ସ୍ୱାମୀଙ୍କ ସହ ଝଗଡ଼ା ପରେ ବିଷ ପିଇଥିବା ସନ୍ଦେହ
- CM Majhi targets Congress:SIR ଅଭିଯୋଗକୁ ନେଇ କଂଗ୍ରେସକୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ; କହିଲେ- ପ୍ରସ୍ତୁତ ହୋଇଥିବା ଭୋଟର ତାଲିକାରେ ତ୍ରୁଟି ନାହିଁ
- MMDR Amendment Act:ଏମଏମଡିଆର ସଂଶୋଧନ ଆଇନ ପ୍ରତ୍ୟାହାର ଦାବି ପ୍ରସଙ୍ଗ;ବିକ୍ଷୋଭରେ ଜନସାଧାରଣଙ୍କୁ ସାମିଲ ହେବାକୁ ବିଜେଡିର ନିବେଦନ
- ନିର୍ଭୟରେ କରନ୍ତୁ ଭଗବଦ୍ ଗୀତା ପାଠ, ବଙ୍ଗଳାରେ ବଦଳିଛି ସ୍ଥିତି: ହିନ୍ଦୁ ବିରୋଧୀଙ୍କୁ ଶୁଭେନ୍ଦୁଙ୍କ ଟାର୍ଗେଟ
- ଦିଲ୍ଲୀରେ ଖରାପ ରାସ୍ତାକୁ ନେଇ ବବାଲ: ଭିଡିଓ କରୁଥିବା ଯୁବକଙ୍କୁ ଥାପ୍ପଡ଼ ମାରିଲେ ମନ୍ତ୍ରୀ ପ୍ରବେଶ ବର୍ମା
- କୋହଲି,ଗିଲ୍ଙ୍କ ଶତକ: ପ୍ରଥମ ଏକଦିବସୀୟରେ ୱେଷ୍ଟଇଣ୍ଡିଜ୍କୁ ୮ ୱିକେଟ୍ରେ ହରାଇଲା ଭାରତ

Comments are closed.