ଜେରୁଜେଲମ: ପୁନର୍ବାର ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଛି । ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ହମାସର ଜଣେ କମାଣ୍ଡର ନିହତ ହୋଇଛନ୍ତି । ଏହି ସଂଘର୍ଷରେ ଅନେକ ଆହତ ହୋଇଛନ୍ତି । ହମାସ ପକ୍ଷରୁ ମଧ୍ୟ ଇସ୍ରାଏଲ ଉପରେ ଘନ ଘନ ଆକ୍ରମଣ କରାଯାଉଛି । ଗତ ସପ୍ତାହରେ ଜଣେ ପାଲେଷ୍ଟାଇନ ବିଦ୍ରୋହୀକୁ ଇସ୍ରାଏଲ ଗିରଫ କରିବା ଫଳରେ ଅଶାନ୍ତି ବୃଦ୍ଧି ପାଇଥିଲା । ଇତି ମଧ୍ୟରେ ଇସ୍ରାଏଲ ପାଲେଷ୍ଟାଇନ ସୀମା ନିକଟରେ ୮୦ କିଲୋମିଟର ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ କରି ଦେଇଛି । ଏହି ଅଂଚଳରେ ଲୋକମାନଙ୍କୁ ସରକାରଙ୍କ ନିର୍ଦ୍ଦେଶମାନି ଚଳ ପ୍ରଚଳ ହେବା ପାଇଁ କୁହାଯାଇଛି । ସୂଚନାଯୋଗ୍ୟ, ହମାସକୁ ଇସ୍ରାଏଲ ପକ୍ଷରୁ ଆତଙ୍କବାଦୀ ସଂଗଠନ ଘୋଷଣା କରାଯାଇଛି ।
BREAKING NEWS
- ସୋନାରପୁରରେ ଅଭିଷେକ ବନାର୍ଜୀଙ୍କ ଉପରେ ଆକ୍ରମଣ ମାମଲା, ୫ ଜଣଙ୍କୁ ଗିରଫ କଲା ପୋଲିସ
- ହରମୁଜ ସଙ୍କଟ ମଧ୍ୟରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ପେଟ୍ରୋଲ ଡିଜେଲ ଓ ବିମାନ ଇନ୍ଧନ ଉପରେ କମିଲା ରପ୍ତାନି ଶୁଳ୍କ
- ଲକ୍ଷ୍ମୀ ବସ୍ ଓ ଆମ ବସ୍ଷ୍ଟାଣ୍ଡ ଯୋଜନାର ଖୋଳତାଡ଼: ଅଡିଟ୍ ଘେରରେ ପରିବହନ ବିଭାଗ, ଜବାବ ମାଗିଲେ ଅକାଉଣ୍ଟାଣ୍ଟ ଜେନେରାଲ
- ଅଭିଷେକ ବାନାର୍ଜୀଙ୍କ ଉପରେ ଆକ୍ରମଣ: ବିଜେପି ଉପରେ ବର୍ଷିଲେ ମମତା, ସାହାଯ୍ୟର ହାତ ବଢ଼ାଇଲେ ରାହୁଲ
- Odisha Ministry Expansion: ଜୁନରେ ମୋହନଙ୍କ ମନ୍ତ୍ରୀମଣ୍ଡଳ ଅଦଳବଦଳ, ବାଦ୍ ପଡିପାରନ୍ତି ୬ ମନ୍ତ୍ରୀ!
- ଜୁନରୁ ବଦଳିବ ପର୍ସନାଲ ଫାଇନାନ୍ସ ନିୟମ: ଟ୍ୟାକ୍ସ ୟୁପିଆଇ ଏବଂ କ୍ରେଡିଟ କାର୍ଡ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର
- MEA Security: CISF ହାତକୁ ଗଲା ବୈଦେଶିକ ମନ୍ତ୍ରଣାଳୟର ସୁରକ୍ଷା, ୯୦ ଜଣ ଜଗିବେ ସୁଷମା ସ୍ୱରାଜ ଭବନ
- Myanmar President in India: ନୂଆଦିଲ୍ଲୀରେ ମିଆଁମାର ରାଷ୍ଟ୍ରପତି, ଏସ. ଜୟଶଙ୍କରଙ୍କୁ ଭେଟି ଏହି ପ୍ରସଙ୍ଗରେ କଲେ ଆଲୋଚନା…
- Thunderstorms Alert: ତାତିରୁ ଆଶ୍ବସ୍ତି ଦେଉଛି କାଳବୈଶାଖୀ, ଆହୁରି ୪ ଡିଗ୍ରୀ ଖସିବ ତାପମାତ୍ରା, ୩ରୁ ପୁଣି ମୁଣ୍ଡଫଟା ତାତି!
- Reshuffle in Odisha Police: ଓଡ଼ିଶା ପୋଲିସରେ ବଡ ଅଦଳବଦଳ: ୫୮ ଜଣ ଓପିଏସ ଅଧିକାରୀଙ୍କ ବଦଳି…ପ୍ରମୁଖ ଭୂମିକାରେ ନିଯୁକ୍ତି
Comments are closed.