ବର୍ମିଂହାମ: ବର୍ମିଂହାମରେ ରାଜ୍ୟଗୋଷ୍ଠୀ କ୍ରୀଡାର ଶେଷ ହୋଇଛି । ତେବେ ଏହା ପରେ ୧୦ ଶ୍ରୀଲଙ୍କା ଖେଳାଳି ନିଖୋଜ ହୋଇଛନ୍ତି । ଏଥିରେ ୯ ଖେଳାଳି ଓ ଜଣେ ଅଧିକାରୀ ରହିଛନ୍ତି । ରିପୋର୍ଟ ମୁତାବକ ଦେଶର ଆର୍ଥୀକ ସଙ୍କଟକୁ ଦେଖି ଏମାନେ ଶ୍ରୀଲଙ୍କା ନ ଫେରି ଇଂଲଣ୍ଡରେ ରହିବାକୁ ଚାହୁଁଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡାରେ ଶ୍ରୀଲଙ୍କାର ୫୧ ଅଧିକାରୀଙ୍କ ସହ ୧୬୧ ସଦସ୍ୟ ଦଳ ବର୍ମିଂହାମ ଆସିଥିଲେ । ପ୍ରଥମେ ଶ୍ରୀଲଙ୍କା ରାଜ୍ୟଗୋଷ୍ଠୀ କ୍ରୀଡାରେ ସାମିଲ ହେବା ନେଇ ସଙ୍କଟ ଉପୁଜିଥିଲା । କମନୱେଲଥ ଗେମ୍ସ ମହାସଂଘ ଓ କ୍ରିକେଟ ବୋର୍ଡର ସହାୟତା ଯୋଗୁ ଏଥିରେ ଅଂଶଗ୍ରହଣ କରିପାରିଥିଲେ । ପୂର୍ବରୁ ଓସ୍ଲୋ ରେସଲିଂ ବିଶ୍ୱ ଚାମ୍ପିୟନଶିପରେ ଦଳର ମ୍ୟାନେଜର ନିଖୋଜ ହୋଇଯାଇଥିଲେ । ୨୦୧୪ ଏସିଆନ ଗେମ୍ସ ପରେ ମଧ୍ୟ ୨ ଖେଳାଳିଙ୍କ ପତା ଆଜି ଯାଁଏ ମିଳିନି ।
BREAKING NEWS
- Asian Games 2026:ଜାଭେଲିନ୍ ଥ୍ରୋ’ରେ ଭାରତର ଚମତ୍କାର ପ୍ରଦର୍ଶନ: ଯଶ୍ବୀରଙ୍କୁ ରୌପ୍ୟ ଓ ରୋହିତଙ୍କୁ ବ୍ରୋଞ୍ଜ
- ସରିଲା ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା
- ତାମିଲନାଡୁରେ ‘ଥାଇମାମନ ଥଙ୍ଗା ମୋତିରମ ଥିଟ୍ଟମ’ ଶୁଭାରମ୍ଭ: ନବଜାତ ଶିଶୁଙ୍କୁ ମିଳିବ ୧ ଗ୍ରାମର ସୁନା ମୁଦି
- MMDR ବିଲ୍କୁ ନେଇ ତେଜିଲା ରାଜନୀତି; ବିଜେଡିକୁ ବିଜେପିର କଡ଼ା ଜବାବ
- Influencer Nidhi Tiwari Suicide: କ’ଣ ଥିଲା ଶେଷ କଥା ?
- Delhi Air Pollution: ନଭେମ୍ବରରୁ ଅଫିସରେ କମିବେ ଲୋକ, ବଢିବ ପାର୍କିଂ ଫି
- ଅପମିଶ୍ରିତ ପନିର କାରବାର;୧୧ ଜଣଙ୍କ ନାଁ ରେ ଏତଲା ଦେଲା KMC
- ଟାଟା ଷ୍ଟିଲ ଫ୍ରେଣ୍ଡସିପ୍ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ: ମିଡିଆ 11 ଟିମ୍ ଚମ୍ପିୟାନ
- ତମାଖୁଜାତ ଦ୍ରବ୍ୟରୁ ରାଜକୋଷକୁ ୭,୩୪୬ କୋଟି ଟଙ୍କା ଆଦାୟ
- ନେପାଳରେ ପୁଣି ଧସିଲା ପାହାଡ, ଭୁଶୁଡିଲା ଘର, ୧୦ ମୃତ

Comments are closed.