Latest Odisha News

BREAKING NEWS

ସ୍ୱାସ୍ଥ୍ୟପାଇଁ କେତେ ଉପକାରୀ ପୋଦିନା ପତ୍ର ? ଆସନ୍ତୁ ଜାଣିବା….

ଓଡ଼ିଶା ସମ୍ବାଦ ବ୍ୟୁରୋ : ଆମେ ଆମ ସ୍ୱାସ୍ଥ୍ୟ ପାଇଁ ଆମେ ସବୁବେଳେ ସଚେତନ ରହିଥାଆନ୍ତି  । ତେବେ ଏମିତି କିଛି ଜିନିଷ ରହିଛି ଯାହା ଆମ ଶରୀର ପାଇଁ ବେଶ୍‌ ଉପକାରୀ । ଆମ ଶରୀରକୁ ସୁସ୍ଥ ରଖିବା ସହ ପାଚନ ପକ୍ରିୟାରେ ନିୟନ୍ତ୍ରଣ କରିଥାଏ  । ତେବେ ଆସନ୍ତୁ ଆମେ ଜାଣିବା ପୋଦିନା ପତ୍ର ଉପକାରୀତା ବିଷୟରେ ….

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁଯାୟୀ ପୋଦିନା ପତ୍ରରେ ବିଭିନ୍ନ ପୋଷକ ତତ୍ତ୍ୱ ଭରପୁର ପରିମାଣରେ ରହିଛି। ପୋଦିନାପତ୍ର ସେବନ ଦ୍ୱାରା ମାଂସପେଶୀ ଓ ପାଚନକୁ ଆରାମ ଅନୁଭବ ହୋଇଥାଏ। ଅଧ୍ୟୟନ ଅନୁଯାୟୀ, ପୋଦିନାପତ୍ରର ନିୟମିତ ସେବନ ଦ୍ୱାରା ବିଭିନ୍ନ ପ୍ରକାର ସଂକ୍ରମଣ,କାଶ ଆଦି ଦୂର ହେବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ।

ସେହିପରି ତୁଳସୀ ପତ୍ରରେ ଆଣ୍ଟି-ବ୍ୟାକ୍ଟେରିୟଲ ସହ ଅନ୍ୟ ବହୁ ଗୁଣ ଭରପୁର ମାତ୍ରାରେ ରହିଛି । ଏହା ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ସହ ମୁଣ୍ଡ ବିନ୍ଧା ଦୂର କରିଥାଏ । ଥଣ୍ଡାକୁ ମଧ୍ୟ ଶରୀର ଠାରୁ ଦୂରେଇ ରଖେ।

 

 

Comments are closed.