ନୂଆଦିଲ୍ଲୀ : ବଢିଲା ରେପୋ ରେଟ୍, ମହଙ୍ଗା ହେଲା ଋଣ । ୩୫ ବେସିସ୍ ପଏଣ୍ଟ ରେପୋ ରେଟ୍ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଅଗଷ୍ଟ ୨୦୧୮ ପରଠାରୁ ଏହା ରେପୋ ରେଟ୍ ର ସର୍ବୋଚ୍ଚ ସ୍ତର । ଆରବିଆଇ ମୁଦ୍ରାନୀତି କମିଟି (ଏମପିସି)ବୈଠକରେ ଏହି ନିଷ୍ପତ୍ତି ହୋଇଛି । ସେହିପରି ବୈଠକରେ ୨୦୨୩ ଆର୍ଥିକବର୍ଷ ପାଇଁ ଜିଡିପି ଆକଳନ ୬.୮% କରାଯାଇଛି । ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଏମପିସି ମିଟିଂ ହୋଇଛି । ଏହାକୁ ମିଶାଇ ଚଳିତ ଆର୍ଥିକ ବର୍ଷରେ ପାଞ୍ଚ ଥର ରେପୋ ରେଟ୍ ବୃଦ୍ଧି କରାଗଲାଣି । ରେପୋ ରେଟ୍ ବୃଦ୍ଧି ହେଲେ ଋଣ ଉପରେ କିସ୍ତି ଅଧିକା ଦେବାକୁ ପଡିଥାଏ । ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା ଆରବିଆଇ ଗଭର୍ଣ୍ଣର କହିଛନ୍ତି ।
BREAKING NEWS
- ବିଜେପି ଛାଡ଼ିଲେ କି ଶେହଜାଦ୍ ପୁନାୱାଲା? ଏକ୍ସ (X) ବାୟୋରୁ ହଟିଲା ଦଳର ନାଁ, ବଢ଼ିଲା ରାଜନୈତିକ ସସ୍ପେନ୍ସ
- ୧୯ ବର୍ଷ ପରେ କୋଲକାତାରେ ତସଲିମା: ରାଜନୀତି ସରଗରମ, ଶୁଭେନ୍ଦୁଙ୍କ ସହ ମଞ୍ଚ କରିବେ ସେୟାର!
- ସ୍କୁଲରେ ଅଣଛାତ୍ରଙ୍କ ଆତଙ୍କ, କ୍ଲାସରୁମରୁ ଡାକି ଆଣି ଦଶମ ଶ୍ରେଣୀ ଛାତ୍ରକୁ ଛୁରି ଭୁସି ହତ୍ୟା
- ଫିଫାକୁ ୟୁରୋପୀୟ ଫୁଟବଲ୍ ଆସୋସିଏସନର ବଡ଼ ଝଟ୍କା
- ଆଉ ୫ ବର୍ଷ ବଢିଲା ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅବଧି, ଖର୍ଚ୍ଚ ହେବ ୩.୧୫ ଲକ୍ଷ କୋଟି
- ବର୍ଷାରେ କ୍ଷତବିକ୍ଷତ ଗ୍ରାମ୍ୟ ସଡ଼କ: ତୁରନ୍ତ ମରାମତି ପାଇଁ ସରକାରଙ୍କ କଡ଼ା ନିର୍ଦ୍ଦେଶ
- ରାଜ୍ୟର ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ୧.୫ ଲକ୍ଷ କୋଟି ଟଙ୍କା ପୁଞ୍ଜିନିବେଶ କରିବ ଅଦାନୀ ଗ୍ରୁପ୍!
- ଭିଜିଲାନ୍ସ ଜାଲରେ ଆରଆଇ ଓ ସହଯୋଗୀ, ୩୦ ହଜାର ଲାଞ୍ଚ ନେଉଥିଲେ…
- ହକି ଜର୍ସିରୁ ଉଭାନ ‘ନୀଳ’, ଏବେ ମଇଦାନରେ ଖେଳିବ ‘ଗେରୁଆ’: ବିଜେପି ଉପରେ ବର୍ଷିଲେ ନବୀନ
- ଅମିତ ଶାହାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି…
Comments are closed.