Latest Odisha News

BREAKING NEWS

Browsing Tag

rbi

ଆଜିଠାରୁ ବନ୍ଦ ହେବ ଏହି ସବୁ ବ୍ୟାଙ୍କ ଖାତା…

ନୂଆଦିଲ୍ଲୀ: ଆରବିଆଇର ବଡ ଘୋଷଣା । ଆଜିଠାରୁ ଅର୍ଥାତ୍ ଜାନୁଆରୀ ୧ରୁ ନିର୍ଦ୍ଧିଷ୍ଟ ତିନି ପ୍ରକାର ବ୍ୟାଙ୍କ ଆକାଉଣ୍ଟକୁ ବନ୍ଦ କରିବାକୁ ଆରବିଆଇ ମାର୍ଗଦର୍ଶିକା ଜାରି କରିଛି । ଯେଉଁ ଆକାଉଣ୍ଟରେ ଜିରୋ ବାଲାନ୍ସ ରହିଛି ସେ ଖାତାକୁ ବନ୍ଦ କରାଯାଇପାରେ । ଯେଉଁ ଆକାଉଣ୍ଟରେ ଗତ ବାରମାସ ହେଲା…

ଆରବିଆଇ ଦେଲା ଅନୁମତି, ଥାର୍ଡ ପାର୍ଟି ୟୁପିଆଇ ପେମେଣ୍ଟ କରିପାରିବେ ପିପିଆଇ

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ୟୁପିଆଇ ଟ୍ରାଞ୍ଜାକସନ୍ କୁ ନେଇ ଏକ ନୂତନ ସୁବିଧା ଅନୁମତି ଦେଇଛି ।  ପ୍ରିପେଡ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟ (ପିପିଆଇ) ହୋଲ୍ଡରମାନେ ୟୁପିଆଇ ପ୍ଲାଟଫର୍ମରେ ଥାର୍ଡ ପାର୍ଟି ମୋବାଇଲ ଆପଲିକେସନ ଦ୍ବାରା ଟଙ୍କା ନେଣଦେଣ କରି ପାରିବ ବୋଲି ଗତ…

ରଦ୍ଦ ହୋଇପାରେ ପେଟିଏମର ଲାଇସେନ୍ସ, RBI ଦେଲା ଏହି ବଡ଼ କାରଣ

ନୂଆଦିଲ୍ଲୀ: ଅନଲାଇନ୍ ପେମେଣ୍ଟ ଆପ୍ ପେଟିଏମ୍ ର ସମସ୍ୟା ଦିନ କୁ ଦିନ ବଢିବାରେ ଲାଗିଛି। ୨ ଦିନ ପୂର୍ବରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପେଟିଏମ୍ ପେମେଣ୍ଟ ବ୍ୟାଙ୍କକୁ କ୍ରେଡିଟ୍ କାରବାର ଏବଂ କୌଣସି ପ୍ରକାର ଜମା ନେବାକୁ ବାରଣ କରିଛି। ଏଥି ସହିତ, ଜମାକାରୀଙ୍କ ଅର୍ଥକୁ…

ଆରବିଆଇ ପକ୍ଷରୁ କୁଇଜ୍ ପ୍ରତିଯୋଗିତା, ରୀତିକା ଓ ସଚ୍ଚିଦାନନ୍ଦ ରାଜ୍ୟ ଚାମ୍ପିଅନ୍

ଭୁବନେଶ୍ୱର: ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୧୬ ମସିହାରୁ ପ୍ରତିବର୍ଷ ଆର୍ଥିକ ସାକ୍ଷରତା ସପ୍ତାହ (FLW) ଆୟୋଜନ କରି ଆସୁଛି । ଯାହା ସାରା ଦେଶର ଜନସାଧାରଣଙ୍କ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ବିଷୟ ବସ୍ତୁ ଉପରେ ଆର୍ଥିକ ଶିକ୍ଷାର ବାର୍ତ୍ତା ପ୍ରଚାର କରୁଛି । ଆର୍ଥିକ ଶିକ୍ଷା ପାଇଁ ଜାତୀୟ…

ଜାଲ୍ ନୋଟ୍ ବଦଳ ବେଳେ ଭୁବନେଶ୍ୱର ଆରବିଆଇରୁ ଯୁବକ ଗିରଫ

ଭୁବନେଶ୍ୱର: ନକଲି ନୋଟ୍ ବଦଳ ତାହା ପୁଣି ରିଜର୍ଭ ବ୍ୟାଙ୍କରେ । ଏଭଳି ଉଦ୍ୟମ କରି ଗିରଫ ହୋଇଛନ୍ତି ଜଣେ ଯୁବକ । କମିଶନରେଟ ପୋଲିସ ଶୁକ୍ରବାର ଯୁବକ ଜଣଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ଶହେଟି ନକଲି ୫୦୦ ଟଙ୍କିଆ ନୋଟ୍ ଜବତ କରିଛି । ସୂଚନା ଅନୁସାରେ, ଖୋର୍ଦ୍ଧା ଅଞ୍ଚଳର ବିକାଶ…

ଆରବିଆଇ ଭୁବନେଶ୍ୱରର ଆଞ୍ଚଳିକ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ସାରଦା ପ୍ରସନ୍ନ ମହାନ୍ତି

ଭୁବନେଶ୍ୱର: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଭୁବନେଶ୍ୱରର ଆଞ୍ଚଳିକ ନିର୍ଦ୍ଦେଶକ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ସାରଦା ପସନ୍ନ ମହାନ୍ତି । ଏହା ପୂର୍ବରୁ ଶ୍ରୀ ମହାନ୍ତି ଆରବିଆଇର ଭୁବନେଶ୍ୱର କାର୍ଯ୍ୟାଳୟ ସହ ମୁଖ୍ୟାଳୟ ମୁମ୍ବାଇ, ଦିଲ୍ଲୀ ଓ କୋଲକାତାରେ କାର୍ଯ୍ୟ କରି ସଫଳତା…

୧୬ ଦିନରେ ବ୍ୟାଙ୍କିଂ ବ୍ୟବସ୍ଥାକୁ ଫେରିଛି ୫୦% ୨ ହଜାର ନୋଟ୍

ମୁମ୍ବାଇ: ୨ ହଜାର ନୋଟ୍ ବଜାରରୁ ପ୍ରତ୍ୟାହାର ନେଇ ଆରବିଆଇ ଘୋଷଣାର ୧୬ ଦିନ ପରେ ବ୍ୟାଙ୍କିଂ ବ୍ୟବସ୍ଥାକୁ ୧.୮୦ ଲକ୍ଷ କୋଟି ମୂଲ୍ୟର ୨ ହଜାରର ନୋଟ୍ ଫେରିଛି । ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ବଜାରରେ ଥିବା ମୋଟ୍ ୨ ହଜାର ନୋଟର ୫୦ ପ୍ରତିଶତ ନୋଟ୍ ବ୍ୟାଙ୍କିଂ ବ୍ୟବସ୍ଥାକୁ ଫେରିଥିବା କହିଛନ୍ତି…

୨ ହଜାର ମୂଲ୍ୟର ନୋଟ୍ ଫେରାଇ ନେବ ଆରବିଆଇ, ୩୦ ସେପ୍ଟେମ୍ବର ପୂର୍ବରୁ କରାଇ ନିଅନ୍ତୁ ଜମା

ମୁମ୍ବାଇ: ବଜାରରୁ ହଟିବ ୨ ହଜାର ମୂଲ୍ୟର ନୋଟ୍ । ୨୦୧୮-୧୯ରୁ ଆରବିଆଇ ୨ ହଜାର ଟଙ୍କିଆ ନୋଟ୍ ଛାପିବା ବନ୍ଦ କରି ଦେଇଥିବା ବେଳେ ଏବେ ବଜାରରୁ ଫେରାଇ ନେବାକୁ ଘୋଷଣା କରିଛି । ଆରବିଆଇର ଘୋଷଣା ଅନୁସାରେ, ୨ ହଜାର ମୂଲ୍ୟର ବୈଧ ରହିବ କିନ୍ତୁ ତାକୁ ସର୍କୁଲେସନରୁ ବାହାର କରି ଦିଆଯିବ ।…

ବାରିପଦାରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜନ ସଚେତନତା

ବାରିପଦା: ରିଜର୍ଭ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ବ୍ୟାଙ୍କ ସେବାରେ ଦେଖା ଦେଉଥିବା ବିଭିନ୍ନ ପ୍ରକାର ଅଭିଯୋଗର ନିରାକରଣ ଏବଂ ରିଜର୍ଭ ବ୍ୟାଙ୍କ ସମନ୍ୱିତ ଲୋକପାଳ ଯୋଜନା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ବ୍ୟାଙ୍କ ବ୍ୟାଙ୍କ ଅଫ ଇଣ୍ଡିଆ…

ଏଟିଏମରୁ ବାହାରିବ କଏନ; ୧୨ଟି ସହରରେ ମୁଦ୍ରା ଭେଣ୍ଡିଂ ମେସିନ୍‌ ଆରମ୍ଭ

ନୂଆଦିଲ୍ଲୀ: ଏଟିଏମରୁ ବାହାରିବ କଏନ। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ ଦେଲେ ସୂଚନା। ମୁଦ୍ରାଗୁଡ଼ିକର ବ୍ୟବହାରକୁ ସହଜ କରିବା ପାଇଁ ଆରବିଆଇ QR କୋଡ୍ ଆଧାରିତ ମୁଦ୍ରା ଭେଣ୍ଡିଂ ମେସିନ୍ ଲଞ୍ଚ କରିବ । ଏ ନେଇ ରିଜର୍ଭ ବ୍ୟାଙ୍କ୍‌ ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ ସୂଚନା…