କୋରାପୁଟ : ବୈପାରୀଗୁଡାରେ ଦଶମନ୍ତପୁର ପଞ୍ଚାୟତ ପଟରଗୁଡା ଗ୍ରାମରେ ଝାଡାବାନ୍ତି ଆତଙ୍କ । ଗୋଟିଏ ପରିବାରର ୬ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଗୋଟିଏ ପରିବାରର ସ୍ୱାମୀ ସ୍ତ୍ରୀ ଙ୍କ ସମତେ ଚାରି ଜଣ ଆକ୍ରାନ୍ତ ହୋଇଥିବା ବେଳେ ଚାରି ବର୍ଷର ଶିଶୁ ପୁତ୍ର ଗୁରୁତର ଥିବା ଜଣାପଡିଛି । ଏନେଇ ଗୁରୁତର ରୋଗୀଙ୍କୁ ବୈପାରୀଗୁଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ରୋଗୀଙ୍କ ମଳ ଏବଂ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି ।
BREAKING NEWS
- ଅଚ୍ୟୁତ ସାମନ୍ତଙ୍କ ପୁସ୍ତକ ‘ମୋ ମା ମୋ ପ୍ରେରଣା’ ଉନ୍ମୋଚିତ
- Escape System: ଡିଆରଡିଓର ଲଢ଼ୁଆ ବିମାନ ଏସ୍କେପ୍ ସିଷ୍ଟମର ସଫଳ ପରୀକ୍ଷଣ
- ବିଶ୍ୱ ମହିଳା ଟିସ ଚେସ ଚାମ୍ପିୟନଶିପ: ପଦ୍ମିନୀଙ୍କୁ ବ୍ରୋଞ୍ଜ
- ଜିଓ ଏବଂ ଏନଏଚଏଆଇ ମଧ୍ୟରେ ଏମଓୟୁ, ଜାତୀୟ ରାଜପଥରେ ମୋବାଇଲରେ ମିଳିବ ସୁରକ୍ଷା ଆଲର୍ଟ
- ପ୍ରେମିକାର ଘର ଲୋକ ପୁଅକୁ ଧମକାଇଥିଲେ, ମୁହଁ ଖୋଲିଲେ ମୃତ ଛାତ୍ରଙ୍କ ମା…
- ଘରୋଇ କ୍ରିକେଟକୁ ରୋହିତଙ୍କ ହଁ, କୋହଲିଙ୍କ ନାଁ: ରିପୋର୍ଟ
- ଏସଏମଏଟି୨୫: ବିପ୍ଲବ, ରାଜେଶଙ୍କ ପ୍ରଭାବୀ ପ୍ରଦର୍ଶନ, ଛତିଶଗଡକୁ ହରାଇଲା ଓଡିଶା
- ପୁରୀ ପୋଲିସକୁ ବଡ଼ ସଫଳତା; ସୁନା ଗହଣା ସହ ୬ ଲକ୍ଷ ଜବତ
- Wild Animal Attack: ୧୦ ବର୍ଷରେ ବନ୍ୟପ୍ରାଣୀ ଓ ମଣିଷ ଲଢେଇ ଯାଇଛି ଏତିକି ଜୀବନ…
- ଦୁଇ ପର୍ଯ୍ୟାୟରେ ହେବ ଜନଗଣନା, ସଂସଦରେ ଉତ୍ତର ରଖିଲେ ମନ୍ତ୍ରୀ…
Comments are closed.