ବୌଦ୍ଧ : STF କବ୍ଜାରେ ବନ୍ୟପ୍ରାଣୀ ସ୍ମଗଲର୍ ଗିରିଶ କୁମାର ସାହୁ । ଗ୍ରାହକ ବେଶରେ ଜିଲ୍ଲାର ହରଭଙ୍ଗାରେ ଡିଲ୍ ବେଳେ ଶିକାରୀ ଗିରିଶ କୁମାର ସାହୁକୁ ମାଡି ବସିଥିଲେ ଏସ୍ଟିଏଫ୍ ଅଧିକାରୀ। ଅଭିଯୁକ୍ତ ଗିରିଶଠାରୁ ଗୋଟିଏ କଲରାପତରିଆ ବାଘ ଓ ୨ଟି ହରିଣ ଛାଲ ଜବତ କରିଛି ସ୍ପେଶାଲ୍ ଟାସ୍କ ଫୋର୍ସ। ଜବତ କଲରାପତରିଆ ବାଘ ଛାଲ ଓ ଦୁଇଟି ହରିଣ ଛାଲକୁ ଯାଞ୍ଚ ପାଇଁ ଡେରାଡୁନ ପଠାଇ ତଦନ୍ତ ଜାରି ରଖିଛି ଏସ୍ଟିଏଫ୍ ଅଧିକାରୀ।
BREAKING NEWS
- ରୁଦ୍ରଙ୍କ ବିରୋଧରେ ଲଢିବେ କି ତାଙ୍କ ସ୍ତ୍ରୀ ?
- ସଙ୍କଟରେ ହରିୟାଣାର ବିଜେପି ସରକାର, ସମର୍ଥନ ପ୍ରତ୍ୟାହାର କଲେ ୩ ସ୍ବାଧୀନ ବିଧାୟକ
- ଦୀପିକାଙ୍କ ସହ ବିବାହର ସମସ୍ତ ଫଟୋ ଡିଲିଟ କଲେ ରଣବୀର
- ତାତିରେ ଲାଗିଲା ବ୍ରେକ୍; ୩୫ ଡିଗ୍ରୀ ତଳେ ରାଜ୍ୟରେ ୨୦ ସହର
- ଷ୍ଟେଜରେ ନଖ କାଟିଲେ ଅରିଜିତ ସିଂ
- ନାମାଙ୍କନ ପତ୍ର ଦାଖଲ କଲେ ଡ଼ା.ରାଜଶ୍ରୀ ମଲ୍ଲିକ ଓ ରମାକାନ୍ତ ଭୋଇ
- ହାତ ଛାଡ଼ିଲେ ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ, ବାଲେଶ୍ବର ସାଂସଦ ପ୍ରାର୍ଥୀ ଭାବେ ଲଢ଼ିବାକୁ ଘୋଷଣା
- ଗ୍ରାଉଣ୍ଡସମ୍ୟାନଙ୍କ ବେକକୁ ଧରିଲେ ଶାକିବ ଉଲ ହାସନ
- ସୌମ୍ୟ ବଦଳାଇବେ ଘସିପୁରା ଗେମ୍ !
- ମ୍ୟାଚ ଖେଳିବା ପୂର୍ବରୁ ଔଷଧ ଖାଉଛନ୍ତି ଧୋନୀ