Latest Odisha News

BREAKING NEWS

ସୁନାବେଡ଼ା ଏଚଏଏଲ୍ ୟୁନିଟରେ କମ୍ପ୍ରେସର୍ ବିସ୍ଫୋରଣ: ୧ କର୍ମଚାରୀ ମୃତ

କୋରାପୁଟ: କୋରାପୁଟ ଜିଲ୍ଲା ଅନ୍ତର୍ଗତ ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ଼ (ଏଚଏଏଲ୍) ଫ୍ୟାକ୍ଟ୍ରିରେ କମ୍ପ୍ରେସର ବିସ୍ଫୋରଣ ଘଟିବା ଫଳରେ ଜଣେ କର୍ମଚାରୀଙ୍କ ପ୍ରାଣହାନୀ ଘଟିଛି ।

ମୃତ କର୍ମଚାରୀ ଜଣକ ସୁଦାମ ମହାନ୍ତି ବୋଲି ଜଣାପଡ଼ିଛି । ଏହି ବିସ୍ଫୋରଣରେ ମୃତକଙ୍କ ଶରୀରର ପ୍ରାୟ ୯୦ ଭାଗ ଦଗ୍ଧୀଭୂତ ହୋଇଛି । ତାଙ୍କୁ ଚିକିତ୍ସା ନିମନ୍ତେ ତୁରନ୍ତ ଏଚଏଏଲ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା କଥା କହିଛନ୍ତି ଏସଡ଼ିପିଓ ନିରଞ୍ଜନ ବେହେରା ।

Leave A Reply

Your email address will not be published.